Latest Odisha News

BREAKING NEWS

ରାତି ପାହିଲେ ରାଜ୍ୟରେ ୧ମ ଓ ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ମେ' ୧୩ରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ ବରଗଡ଼ ଗସ୍ତ, ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଓ ବରଗଡ଼ ଗସ୍ତରେ ଆସିବେ। ସେ ବଲାଙ୍ଗିରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗିରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଏଥିଲାଗି ସେ ପ୍ରଥମେ ଭୁବନେଶ୍ୱର…

ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…

ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ…

ମୋଦି ନା ନବୀନ…କାହା ସହ ଜନମତ ?

ଭୁବନେଶ୍ବର : ନବୀନଙ୍କ ନାଁ ନେଇ ସିଧା ଟାର୍ଗେଟ୍ । ଚବିଶ ମଇଦାନରେ ବିଜେଡି ସହ ମୋଦିଙ୍କ ଟାର୍ଗେଟରେ ନବୀନ । ପ୍ରଥମ ଥର ବିଜେଡି ସରକାରର ଏକ୍ସପାରୀ ଡେଟ୍ କହିଥିଲେ ମୋଦି । ଏଥର ରତ୍ନଭଣ୍ଡାରରୁ ସ୍ବାସ୍ଥ୍ୟ ବୀମା, ସିଧାସଳଖ ନବୀନଙ୍କୁ ନିଶାନା କରିଛନ୍ତି ମୋଦି। କହିଛନ୍ତି, ଓଡିଶାର ଜିଲ୍ଲା…

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି ବିସିସିଆଇ, ଉଠିଯିବ ଟସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ୨୦୨୪-୨୫ ଘରୋଇ ସିଜନରେ ଏହି ପରିବର୍ତନ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଅଧିନାୟକ ରୋହିତ ଶର୍ମା, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, କୋଚ…

ବିଜେଡିରୁ ଇସ୍ତଫା ଦେଲେ ସାଧୁ ନେପାକ

ବରଗଡ଼: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ । ସେ ଆଜି ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିଥିବା ନେଇ ସେ କହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ଯୋଜନା…

ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ, ଆରସିବି ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ: ଆଇପିଏଲ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେନି । ଧୀମା ବୋଲିଂ ହାର ଯୋଗୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମେ ୭ରେ…

ଜନସଭାରୁ ମୋଦୀଙ୍କ ଗର୍ଜନ, ରତ୍ନଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

କନ୍ଧମାଳ: କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉକ୍ତ ସଭାରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ରତ୍ନ…

‘ଜେଲ୍ ରେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ, ମୋର ଭୁଲ କଣ ଥିଲା?’

ନୂଆଦିଲ୍ଲୀ: ମୁଁ ବହୁତ୍ ଛୋଟ ଲୋକ । ଏହି ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି । ମୋର ଦୋଷ ହେଉଛି ଯେ, ମୁଁ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ଭଲ କରିଥିଲି । ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ…

ପେଟ୍ରୋଲପମ୍ପ କର୍ମଚାରୀଙ୍କ ସହ ମାରପିଟ ଘଟଣା: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅଙ୍କ ଅଡୁଆ । ନୋଏଡାସ୍ଥିତ ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ନୋଏଡା ପୋଲିସ ନୋଟିସ୍ ଜାରି କରିଛି । ନୋଏଡା ପୋଲିସ ଆପ୍ ବିଧାୟକଙ୍କ ଘରେ ପହଞ୍ଚି ଏକ ନୋଟିସ ଲଗାଇଛି। ପୋଲିସ ଅଭିଯୋଗ କରିଛି ଯେ, ପେଟ୍ରୋଲ…