ମହିଳା ଯବାନଙ୍କ ପାଇଁ ନିୟମ ଜାରୀ କଲା ବିଏସଏଫ
ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ ମହିଳା ଯବାନଙ୍କ ପାଇଁ କେତେକ ନିୟମ ଜାରୀ କରିଛି । ଏହି ନୂତନ ନିୟମ ଫ୍ରଟିଂୟର ମୂଖ୍ୟାଳୟ, ସୀମା ସୁରକ୍ଷା ବଳ ଜମ୍ମୁର ଉପ ମହାନୀରିକ୍ଷକ କାର୍ଯ୍ୟାଳୟ ଦ୍ୱାରା ଜାରୀ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ମହିଳା କର୍ମୀ ଡ୍ୟୁଟି ସମୟରେ…