ବ୍ରିଜ ଭୂଷଣଙ୍କୁ ଦଳରୁ ବହିଷ୍କାର କରୁ ବିଜେପି, ତାଙ୍କ ପୁଅର ଟିକେଟ୍ ମଧ୍ୟ କାଟିବା ଉଚିତ୍: ଜୟରାମ ରମେଶ
ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କଂଗ୍ରେସ ଏବେ ବିଜେପିକୁ ଟାର୍ଗେଟ କରି…