ମାଲକାନଗିରିରୁ ମାଓ ଡମ୍ପ ଉଦ୍ଧାର କଲା ବିଏସ୍ଏଫ୍, ସର୍ଚ୍ଚ ଅପରେସନ ଜାରି
ମାଲକାନଗିରି: ଗତକାଲି ୧୭୭ ବିଏସ୍ଏଫ୍ ବାଟାଲିୟନ ତରଫରୁ ଯବାନମାନେ ମାଲକାନଗିରିର ଯଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏକ ମାଓ ଡମ୍ପ ଉଦ୍ଧାର କରିଥିଲେ।
ଏହି ଡମ୍ପରୁ ୫୬ଟି ଜିଲୋଟିନ , ୧୩ଟି ବିଦ୍ୟୁତ…