Latest Odisha News

BREAKING NEWS

ଅନୁଗୁଳରେ ହୃଦଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ : ପ୍ରିଜାଇଡିଂ ଅଫିସରଙ୍କ ପରଲୋକ । ବୁଧବାର ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତାପୂର୍ବରୁ ହୃଦଘାତରେ ପ୍ରଜାଇଡିଂ ଅଫିସରଙ୍କ ପରଲୋକ ହୋଇଛି । କିଶୋରନଗର ବ୍ଲକ ରଜ।ମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ହୃଦଘାତରେ ପରଲୋକ ହୋଇଛି ।…

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିଦ୍ଧ ମାଘ ମେଳା

ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ : ରାଜ୍ୟ ନିର୍ବାଚନ କମିଶନ

 ଭୁବନେଶ୍ୱର : ଆସନ୍ତାକାଲି ଭୋଟ ପାଇଁ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ଚଳିତଥର ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ…

[ଦେଖନ୍ତୁ ଭିଡିଓ] ପୁରୀରୁ ବ୍ରାଉନସୁଗର ଜବତ: ମାଫିଆ ଫିରୋଜ ଖାନ ସହ ୪ ଗିରଫ

ପୁରୀ: ଗିରଫ ହେଲେ ବ୍ରାଉନସୁଗର ମାଫିଆ । ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩୫୬.୬୬…

ମୈତ୍ରେୟୀ ଲେଖିକା ସଙ୍ଗଠନର ବ୍ୟଙ୍ଗ ସାହିତ୍ୟ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ଦ୍ବିତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟଙ୍ଗ ସାହିତ୍ୟିକା ବିଶ୍ବାସିନୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟଙ୍ଗ ରଚନା ସମୟରେ ଲେଖାର ଭାବଗତ, ଶବ୍ଦଗତ ତଥା…

ବିଧାନ ପରିଷଦ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି । ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚିଠିରେ ବାଚସ୍ପତି ବିଧାନ ପରିଷଦ ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି । ପ୍ରଥମ ଚିଠିରେ…

ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ…

ଗୋଖାଦ୍ୟ ଦୁର୍ନୀତିରେ ପୁଣି ଲାଲୁ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ ପୂରା ମାମଲା

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଝଟକା ଲାଗିଛି । ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କ ସମେତ ଏହି ମାମଲାରେ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାଞ୍ଚର ସିବିଆଇ କୋର୍ଟ ।…

ନିରଞ୍ଜନ କହିଲେ ରାଜନୀତିରୁ ସନ୍ୟାସ ନେବେ ନାହିଁ

ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ନେବେ ନାହିଁ । ଆଜି ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦପଦବୀରେ ରହିଲେ କି ନରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏ ରାଜନୀତି କରିବେ ବୋଲି ସ୍ପଷ୍ଟ…

ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ହଟାଇ ଦେଲା ୟୁଟ୍ୟୁବ୍

ନୂଆଦିଲ୍ଲୀ: ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ୍ । ଚ୍ୟାନେଲର ହୋମ୍ ପେଜରେ ଲେଖା ଆସୁଛି ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନର ଉଲ୍ଲଂଘନ ପାଇଁ ଏହିଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ସୋସିଆଲ୍ ମିଡିଆ ସାଇଟ୍ ରେଡିଜରେ କିଛି ୟୁଜର୍ସ ସ୍କ୍ରିନ୍ ସଟ୍ ଓ ଭିଡିଓ ସେୟାର…