ଆତଙ୍କବାଦୀଙ୍କ ବିରୋଧରେ ବଡ ଅପରେସନ: ୮ ଦିନରେ ୭ ଆତଙ୍କୀ ନିହତ
ଶ୍ରୀନଗର: ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷା ବାହିନୀ ଆତଙ୍କୀ ବିରୋଧରେ ଏକ ବ୍ୟାପକ ଅପରେସନ୍ ଆରମ୍ଭ କରିଛନ୍ତି। ଗତ ୮ ଦିନ ମଧ୍ୟରେ ୫ଟି ସଫଳ ଅପରେସନରେ ୭ଟି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିରେ ୪ଟି ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ।…