Latest Odisha News

ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ

ସୁବର୍ଣ୍ଣପୁର: ଓଡ଼ିଶାରେ ଦ୍ବିତିୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ନାମାଙ୍କନ ଦାଖାଲ । ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ସାଂସଦ ପ୍ରାର୍ଥୀ ମନୋଜ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର । ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ବିଲ୍ ପାସ୍…

ଯାଞ୍ଚ କରାଯିବ ଘରୋଇ ବଜାରରେ ବିକ୍ରି ହେଉଥିବା ସମସ୍ତ ପଦାର୍ଥ; ଏଫଏସଏସଏଆଇ

ନୂଆଦିଲ୍ଲୀ: ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ହେବା ପରେ ଘରୋଇ ବଜାରରେ ବିକ୍ରି ହେଉଥିବା ଚାଉଳ , ଦୁଗ୍ଧଜାତ ଦ୍ରବ୍ୟ ଏବଂ ମସଲା  ଆଦି ସାମଗ୍ରୀର ନମୁନା ପରୀକ୍ଷା କରାଯିବ । ଏଭଳି କିଛି କଡା ନିୟମ ଜାରି କରିଛି ଏଫଏସଏସଏଆଇ। ଏପରିକି ଫଳ, ପନିପରିବା ଏବଂ ମାଛ, ମାଂସର ନମୁନା ମଧ୍ୟ ଯାଞ୍ଚ…

ଭଞ୍ଜନଗରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ…

‘ଯିଏ ଅନ୍ୟକୁ କହୁଥିଲେ ଡର ନାହିଁ, ସେ ଆଜି ନିଜେ ଡରିଗଲେ’

ନୂଆଦିଲ୍ଲୀ: ସମସ୍ତ ଚର୍ଚ୍ଚାର ଅନ୍ତଘଟାଇ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାୟବରେଲି ଏବଂ ଆମେଠୀ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ରାହୁଲ ଗାନ୍ଧୀଙ୍କୁ ରାୟବରେଲିରୁ ପ୍ରାର୍ଥୀ କରିଥିବାବେଳେ, କିଶୋରୀ ଲାଲ ଶର୍ମାଙ୍କୁ ଆମେଠୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି…

ପାଣି ପାଇଁ ପଞ୍ଚାୟତ ଅଫିସ ଘେରାଉ କଲେ ଗ୍ରାମବାସୀ

କୋରାପୁଟ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ଦାଉ ସାଧୁଛି ଜଳ ସଂକଟ । ପାଣି ଟୋପାଏ ପାଇଁ ଡହଳ ବିକଳ ବଣ୍ଡାଗୁଡା ଗ୍ରାମବାସି । ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ । ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ…

ବାପାଙ୍କ ବଳରେ ବଳିଆନ ହେବେକି ସୋଫିଆ ?

କଟକ: ବାରବାଟୀ- କଟକରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋଶ  । ସୋଫିଆ ଫିର୍ଦ୍ଦୋଶ, କଂଗ୍ରେସର ଟାଣୁଆ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ରିଏଲି ଷ୍ଟେଟରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସୋଫିଆ ଏବେ…

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ ଓ କିଶୋରି ଲାଲ ଶର୍ମା

ନୂଆଦିଲ୍ଲୀ: ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । ନାମାଙ୍କନ ଭରିଲା ବେଳେ ତାଙ୍କ ସହ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲୋଟ୍ ଉପସ୍ଥିତ ଥିଲେ। ସେପଟେ ଅମେଠି ଆସନ ପାଇଁ ନାମାଙ୍କନ ଭରିଛନ୍ତି କିଶୋରି ଲାଲ ଶର୍ମା । ଆଜି ସକାଳେ…

ବଙ୍ଗଳାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗର ବର୍ଦ୍ଦମାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ଟିଏମସି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ…

କାଲି ଓଡିଶା ଆସୁଛନ୍ତି ଜୟଶଙ୍କର, ୫ରେ ନଡ୍ଡାଙ୍କ ଗସ୍ତ

ଭୁବେନଶ୍ବର: ୨୪ ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ମଇଦାନ । ନିଜ ନିଜ ଦଳ ପାଇଁ କସରତ କରି ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଉଛନ୍ତି ବିଭିନ୍ନ ନେତା। ଯାହାକୁ ନେଇ ଆସନ୍ତା କାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କଟକ, ଭୁବେନଶ୍ବର ଓ…