Latest Odisha News

BREAKING NEWS

ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’; ୩୬୦ ଡିଗ୍ରୀରେ ପ୍ରଦର୍ଶିତ ହେବ ଓଡିଶା

ଭୁବନେଶ୍ବର: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ ।  ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ…

ପ୍ରଥମଥର ପାଇଁ ସାଉଦି ଆରବରେ ରିଲିଜ ହେଲା ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ଅଭିନୀତ ବ୍ଳକବଷ୍ଟର ଫିଲ୍ମ 'ଭୀର ଜାରା'କୁ ଇତି ମଧ୍ୟରେ 20 ବର୍ଷ ପୁରିଛି l ତଥାପି ଏବେବି ଲୋକଙ୍କ ମଧ୍ୟରେ ଜୀବିତ ହୋଇ ରହିଛି ଭୀର ଜାରାଙ୍କ କାହାଣୀ l ଏବେବି ଏହି ସୁପରହିତ ଫିଲ୍ମର ଗୀତ କେଉଁଠି ବାଜି ଉଠିଲେ ମନ ସେହି ଗୀତକୁ…

ଏବେ ନଡା ଜାଳିବା ପଡିବ ଭାରି, ଦୁଇ ଗୁଣା ଜରିମାନା ବଢାଇଲେ ସରକାର

ନୂଆଦିଲ୍ଲୀ: ପ୍ରଦୂଷଣ ବୃଦ୍ଧି ସମସ୍ୟାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନଡା ଜାଳିବା ନେଇ ସରକାର ଜରିମାନା ବୃଦ୍ଧି କରିଛନ୍ତି । ସୂଚନାନୁସାରେ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଦୁଇ ଏକରରୁ କମ୍ ଜମିରେ ନଡ଼ା ଜାଳିବା ପାଇଁ ୫ ହଜାର ଟଙ୍କା ଏବଂ…

ରୋହିତଙ୍କ ସ୍ଥାନରେ କିଏ ଖେଳିବେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ-ଭାରତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବା ନେଇ ସଂଶୟ ରହିଛି । ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ ହୋଇନି ଯେ, ରୋହିତ ଖେଳିବେ କି ନାହିଁ । ଯଦି ସେ ନ…

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ

ଭୁବନେଶ୍ବର: ଭୁବନେଶ୍ବର ହଷ୍ଟେଲ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଛାତ୍ରୀଜଣଙ୍କ ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଂଚି ନେଉଥିବା ବେଳେ ହଷ୍ଟେଲରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା  ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ଥିବା…

ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା, ତାତିଲେ ଯାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ତାତିଲେ ଯାତ୍ରୀ । ବିମାନ ଉଡାଣ ବାରମ୍ବାର ବାତିଲ୍ ହେବକୁ ନେଇ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିଲେ । ଯଥାଶୀଘ୍ର ସେମାନଙ୍କ ଯିବା ପାଇଁ ବିମାନ ବ୍ୟବସ୍ଥା କରିବା ପାଇଁ ଦାବି କରି ବିମାନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ ପାଖାପାଖି ୬୦ରୁ…

ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ

ଭୁବନେଶ୍ୱର: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର l ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି…

ବନ୍ଧାହେଲେ ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ

ଭୁବନେଶ୍ୱର: ବନ୍ଧାହେଲେ ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ l ଗତକାଲି ଚଢ଼ାଉ ବେଳେ ବିଜୟ କୁମାର ଉଦୟସିଂହଙ୍କ ଘରୁ ଆଖି ଖୋସା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l ବିଳାସପୂର୍ଣ୍ଣ ୪ ମହଲା ବିଶିଷ୍ଟ ଘର, ତା' ଭିତରେ ପୁଣି ଅତ୍ୟାଧୁନିକ ଓ ଦାମୀ ଆସବାବପତ୍ର l କୋଟି କୋଟି…

ବିଧାନସଭାରେ ଗଣ୍ଡଗୋଳ, ୩୭୦ ବ୍ୟାନର ଦେଖାଇବା ପରେ ହାତାହାତି ପରିସ୍ଥିତି

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ହାତାହାତି ପରିସ୍ଥିତି । ବିଧାନସଭାରେ ୩୭୦ ବ୍ୟାନରକୁ ନେଇ ହାଇଡ୍ରାମା ଆରମ୍ଭ ହୋଇଥିବା ବେଳେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଏବଂ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବକୁ ହଟାଇବାକୁ ନେଇ ଏଭଳି…

ଏଥର ଶୀତରେ ବୁଲିଯିବା ହରିଶଙ୍କର, ଶୀଘ୍ର କରନ୍ତୁ ଯୋଜନା

ବଲାଙ୍ଗୀର: ଶୀତର ପହିଲି ସ୍ପର୍ଶରେ ଆପଣ କୁଆଡେ ବୁଲିବାକୁ ପ୍ଲାନ କରିଛନ୍ତି କି ନାହିଁ? ଯଦି କରିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇବୁ। ଯେଉଁ ସ୍ଥାନକୁ ଯାଇ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ।ଶୀତଦିନେ ବଲାଙ୍ଗିର ଜିଲ୍ଲାର…