Latest Odisha News

BREAKING NEWS

ଚିକେନ୍ ବିରିୟାନୀ ନେଲା ଝିଅର ଜୀବନ, ୨୦ ଅସୁସ୍ଥ

ହାଇଦ୍ରାବାଦ: ବିରିୟାନୀ ପ୍ରାୟତଃ ଲୋକଙ୍କର ପ୍ରିୟ ଖାଦ୍ୟ। କିନ୍ତୁ ବିରିୟାନୀ ଜଣେ ଝିଅର ଜୀବନ ନେବା ସହ ଅନେକ ଲୋକଙ୍କୁ ଗୁରୁତର ଭାବରେ ଅସୁସ୍ଥ କରିଦେଇଛି। ହାଇଦ୍ରାବାଦରୁ ଏହି ମାମଲା ସାମ୍ନାକୁ ଆସିଛି। ଏଠାରେ ଚିକେନ୍ ବିରିୟାନୀ ଖାଇବା ପରେ ଜଣେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି…

ଜମ୍ମୁ-କାଶ୍ମୀରରେ ବୁଲିବ ବୁଲଡୋଜର, ଆତଙ୍କୀଙ୍କ ବିରୋଧରେ ବଡ଼ ଯୋଜନା

ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ। ଯୋଗୀ ସରକାରଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ଜମ୍ମୁ-କାଶ୍ମୀର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ…

ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ପାଇଁ ହେବ କି ଫାଇଦା ?

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଥିବା ବେଳେ ହ୍ୱାଇଟ୍‌ ହାଉସ୍‌ ଲଢ଼େଇରେ ଜିତିଛନ୍ତି ଟ୍ରମ୍ପ। ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବାନ୍ଦିପୋରାର ଚୋଣ୍ଟପାଥ୍ରି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନରେ…

ଆଇପିଏଲ ମେଗା ନିଲାମ: ପନ୍ତ, ରାହୁଲ, ଷ୍ଟାର୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ

ଜେଦାହ: ସାଉଦିଆରବର ଜେଦାହରେ ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ଆୟୋଜିତ ହେବ । ୧୫୭୪ ଖେଳାଳିଙ୍କ ନାମ ପଂଜୀକରଣ କରାଯାଇଛି । ରିଷଭ ପନ୍ତ, କେଏଲ ରାହୁଲ ଓ ମିଚେଲ ଷ୍ଟାର୍କଙ୍କ ପରି ଖେଳାଳିଙ୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ କରାଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ…

ଦ୍ବିତୀୟ ଥର ପାଇଁ ଟ୍ରମ୍ପଙ୍କ ହାତକୁ ଗଲା ହ୍ବାଇଟ ହାଉସ୍ , ହାରିଲେ ହାରିସ୍

ନୂଆଦିଲ୍ଲୀ: ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ ହାଉସ ଯିବେ ଟ୍ରମ୍ପ । ୭ ସୁଇଙ୍ଗ ଷ୍ଟେଟରେ ଐତିହାସିକ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ତେବେ ଏବେ ବି ଗଣତି ଜାରି ରହିଥିବା ବେଳେ ମ୍ୟାଜିକ୍ ନମ୍ବର ଅତି ନିକଟରେ ଟ୍ରମ୍ପ ଥିବା ବେଳେ ଆମେରିକାର…

ଟ୍ରମ୍ପଙ୍କ ବିଜୟ ପାଇଁ ସାଧୁଙ୍କ ହୋମଯଜ୍ଞ, ଭିଡିଓ ଭାଇରାଲ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନର ଶେଷ ଦିନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ଜିତିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଦିଲ୍ଲୀରେ ସାଧୁସନ୍ଥ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ…

୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ‘ରାମାୟଣ’, ସାମ୍ନାକୁ ଆସିଲା ରିଲିଜ ତାରିଖ

ମୁମ୍ବାଇ: ୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' l ଚଳଚ୍ଚିତ୍ରର ଘୋଷଣା ପରଠାରୁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶେଷରେ, ରଣବୀର କପୁର-ୟଶ-ସାଇ ପଲ୍ଲବିଙ୍କ ଅଭିନୀତ 'ରାମାୟଣ'ର ରିଲିଜ୍ ତାରିଖ ଘୋଷଣା…

୨୬୭ ଭୋଟରେ ଆଗରେ ଟ୍ରମ୍ପ, ନିରାଶ ହୋଇ ଅଭିଭାଷଣ ବାତିଲ କଲେ କମଲା ହାରିସ୍

ନୂଆଦିଲ୍ଲୀ: ସରିଯାଇଛି ଆମେରିକା ନିର୍ବାଚନର ଭୋଟ ଗ୍ରହଣ । ଫଳାଫଳା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ୨୬୭ ଭୋଟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ଥିବା ବେଳେ ୨୧୪ ଭୋଟରେ ଫଛରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା…