ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ‘ବୟନିକା’ର ମେଗା ସୋ’ରୁମ୍, ହସ୍ତତନ୍ତ ପୋଷାକ କିଣିବାକୁ ଲୋକଙ୍କ ଭିତରେ ଉତ୍ସାହ
ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକର ବିଶେଷ ଚାହିଦା ରହିଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ‘ବୟନିକା’ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ରେଶମ ସହର ବ୍ରହ୍ମପୁରରେ ଦୁଇଟି ନୂଆ ମେଗା ସୋ’ରୁମ୍ ଖୋଲାଯାଇଛି । ହସ୍ତତନ୍ତ ଉତ୍ପାଦ କିଣିବା ପାଇଁ ଏହି ଦୁଇଟି…