ପେଟ୍ରୋଲ ପମ୍ପରେ ନିଜ ପାର୍ଟନରଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ, ଭିଡିଓ ଭାଇରାଲ
ଗାଜିଆବାଦ: ଗାଜିଆବାଦର ସାହିବାବାଦ ଅଞ୍ଚଳରେ ଥିବା ଆର୍ଥାଲା ପେଟ୍ରୋଲ ପମ୍ପରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦୁହେଁ ଝଗଡା କରୁଥିବା ଦେଖିବାକୁ ମିଳିଛି।
ପୋଲିସ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ…