Latest Odisha News

BREAKING NEWS

ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ

ଅହମ୍ମଦାବାଦ: ସ୍ମୃତି ମାନ୍ଧନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୫୯ ରନରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟରେ…

ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ସର୍ତ୍ତ..

ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ । ମହିଳା ଡ୍ୟାନ୍ସରମାନଙ୍କର ଡ୍ରେସରେ ଶାଳୀନତା ରହିବ। ରାଜ୍ୟ ସରକାର ଏଭଳି କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…

ଦୀପାବଳି ପାଇଁ ଗାଇଡଲାଇନ ଜାରି: ଏହିସବୁ ସ୍ଥାନରେ ଫୁଟାଇ ପାରିବେନି ବାଣ..

ଭୁବନେଶ୍ୱର: ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମନାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ଆଜି ଦୀପାବଳି ପାଇଁ ନିୟମ ଜାରି କରିଛନ୍ତି ସରକାର। ସୁରକ୍ଷିତ ଦୀପାବଳି ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ…

ଇସ୍କନକୁ ଗଜପତିଙ୍କ ଚିଠି: ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ?

ପୁରୀ : ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି…

‘ବିଜୟ ୬୯’ର ଟ୍ରେଲର ରିଲିଜ; ଖୁବ୍ ପ୍ରଶଂସା କଲେ ଦର୍ଶକ

ମୁମ୍ବାଇ: ଅକ୍ଷୟ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବିଜୟ ୬୯' ର ଟ୍ରେଲର ରିଲିଜ ହୋଇଛି। ଏଥିରେ ମୁଖ୍ଯ ଭୂମିକାରେ ଅନୁପମ୍ ଖେର ନଜର  ଆସିଛନ୍ତି୲ ଏହି ଫିଲ୍ମଟି ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାତ୍ରା ଉପରେ ଆଧାରିତ। ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, “ବିଜୟ ୬୯ ଜୀବନର ଦ୍ୱିତୀୟ…

ଟ୍ରୋଲିଂକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପ୍ରବଚିକା ଜୟା କିଶୋରୀ। ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କ ଜଣାଶୁଣା ବ୍ରାଣ୍ଡ ‘ଡିଓର’ ର ଏକ ବ୍ୟାଗ ଥିଲା ଓ ସେଥିରେ ବିଶେଷ କରି ତାଙ୍କ ନାମ ମଧ୍ଯ ଲେଖାଯାଇଥିଲା ୲ ତେବେ ବ୍ୟାଗର ଦାମ୍ ପ୍ରାୟ ୨ ଲକ୍ଷରୁ ଅଧିକ ଏବଂ ଗାଈ ଚମଡାରେ ତିଆରି…

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ: ଭାରତୀୟ ଦଳରେ ସାମିଲ ହେଲେ ହର୍ଷିତ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ଯୁବ ପେସ ବୋଲର ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ସାମିଲ କରିଛି । ପ୍ରଥମ ୨ଟି ଟେଷ୍ଟ ହାରି ଭାରତ ସିରିଜ ହାତଛଡା କରିଛି । ଏବେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ…

ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ

ସମ୍ବଲପୁର: ଧନତେରସ ଅବସରରେ ଲୋକମାନେ ସୁନା ଗହଣା କିଣୁଥିବା ବେଳେ ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ ହୋଇଛି। ସୂଚନାନୁସାରେ, ସିଟି ଏବଂ ଜିଏସଟି ଟିମ୍ ଏକାସାଙ୍ଗରେ ଏହି ଚଢାଉ କରିଥିଲେ। ମାରୱାରୀ ବଜାରରେ ଅବସ୍ଥିତ ତିନୋଟି ଅଳଙ୍କାର ଦୋକାନ ଜଣେ ବ୍ୟବସାୟୀଙ୍କର ବୋଲି…

ଉତ୍ସର୍ଗୀକୃତ ସେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩ କର୍ମଚାରୀ ପୁରସ୍କୃତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ…

ରିଲିଜ ହେଲେ ରୋହିତଙ୍କୁ ନେବା ପାଇଁ ଏହି ୩ ଫ୍ରାଂଚାଇଜଙ୍କ ଉଦ୍ୟମ ଆରମ୍ଭ

ମୁମ୍ବାଇ: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ଏହା ପରେ ରୋହିତ ଓ ମୁମ୍ବାଇ ଫ୍ରାଂଚାଇଜ ମଧ୍ୟରେ ଅଶାନ୍ତି ଉପୁଜିଥିବା ଅନୁମାନ କରାଯାଉଥିଲା । ଏବେ…