ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ
ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ ।
ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ…