Latest Odisha News

BREAKING NEWS

ଶିମିଳିପାଳରେ ମହାରାଷ୍ଟ୍ରର ବାଘୁଣୀ

ବାରିପଦା: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ବାଘୁଣୀକୁ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କୋର୍ ଅଞ୍ଚଳର ଏକ ଏନକ୍ଲୋଜରରେ ଛାଡି ଦିଆଯାଇଛି। ଟ୍ରାନ୍ସଲୋକେସନ୍ ପ୍ରୋଜେକ୍ଟ ଅଧୀନରେ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି…

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ଗମ୍ଭୀର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ୨ଟି ମୁକାବିଲାରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ସିରିଜ ହାତଛଡା କରିବା ପରେ କ୍ରିକବିଜର ଏକ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ।…

‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’: ଚର୍ଚ୍ଚାରେ ମିଥୁନଙ୍କ ବିବାଦୀୟ ବୟାନ

କୋଲକାତା: ବଙ୍ଗଳାରେ ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ…

ରଣଜୀ ଟ୍ରଫି କ୍ରିକେଟ: ବରୋଦା ନିକଟରୁ ଓଡିଶାର ଇନିଂସ ପରାଜୟ

ଭଦୋଦରା:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପର ଏକ ମୁକାବିଲାରେ ବରୋଦା ନିକଟରୁ ଓ ଓଡିଶା ଶୋଚନୀୟ ଭାବେ ଇନିଂସ ପରାଜୟବରଣ କରିଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ବରୋଦା ୪୫୬ ରନ କରିଥିଲା । ଅଧିନାୟକ କୃଣାଳ ପାଣ୍ଡ୍ୟା ୧୧୯,…

୮ କୋଟି ଦେଲେନି ବୋଲି ୮୦୦ କିମି. ଦୂରରେ ଫୋପାଡିଦେଲେ ସ୍ବାମୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ। ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଚାରିଟି ଦଳ ଗଠନ କରି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ତଦନ୍ତ ଅନୁଯାୟୀ,…

ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ…

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କରନ ଅର୍ଜୁନ’ । ଆସନ୍ତା ନଭେମ୍ବରରେ ଏହା ପୁଣି ଥରେ ସିନେମା ହଲରେ ରି-ରିଲିଜ୍…

ସରକାର ଛଟେଇ ବନ୍ଦ କରନ୍ତୁ, ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର …

୨୦୨୫କୁ ନେଇ ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଧାରଣତଃ ଭବିଷ୍ୟବାଣୀରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଏ ଏବଂ କେହିକେହି ଏହାକୁ ଅନ୍ଧବିଶ୍ୱାସ ବୋଲି ବିବେଚନା କରିଥାନ୍ତି। କିଛି ଭବିଷ୍ୟଦବକ୍ତା ଅଛନ୍ତି ଯେଉଁମାନଙ୍କ ଭବିଷ୍ୟବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହେଉଛି। ଏହିପରି ଭବିଷ୍ୟଦବକ୍ତାମାନଙ୍କ ମଧ୍ୟରେ…

କାହାକୁ ଭରସା କରିବେ ଝାଡ଼ଖଣ୍ଡ ଆଦିବାସୀ?

ନୂଆଦିଲ୍ଲୀ: ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିପାରିବ କି ବିଜେପି? ହରିୟାଣା ବିଜୟ ପରେ ଜୋଶରେ ବିଜେପି । ଜେଏମଏମ ବିରୋଧରେ ଶାସନ ବିରୋଧୀ ହାଓ୍ବାକୁ ଅସ୍ତ୍ର କରି ଝାଡ଼ଖଣ୍ଡ ହାତେଇବାକୁ ଚଳାଇଛି ଉଦ୍ୟମ। ପଡୋଶୀ ରାଜ୍ୟ ଓଡିଶାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପିଚ୍…