ଆସନ୍ତାକାଲି କଂଗ୍ରେସ ଘୋଷଣା କରିପାରେ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର: ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସମେତ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳମାନେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମୟ ନେଉଛନ୍ତି। ଏଯାବତ କୌଣସି ଦଳ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…