Latest Odisha News

BREAKING NEWS

ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। କଲେଜର ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ପାଇଁ କଲେଜ…

ଆରମ୍ଭ ହେଲା ଟ୍ରେନ୍ ଚଳାଚଳ, କିନ୍ତୁ ହୋଇନି ସ୍ବାଭାବିକ

ଭୁବନେଶ୍ଵର: ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ହୋଇନି ସ୍ବାଭାବିକ । ବାତ୍ୟା ‘ଦାନା’ ପାଇଁ ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଲୱେ । ବିଶାଖାପାଟଣା…

ଟଳି ଗଲା ବାତ୍ୟା, ଘାରିଲାଣି ବନ୍ୟା ଆଶଙ୍କା 

ଭୁବନେଶ୍ୱର: ଟଳି ଗଲା ବଡ଼ ବାତ୍ୟା। ହେଲେ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ଏବେ ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ଏନେଇ ଏବେ ୧୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରିଛି ଆଇଏମଡି। ଅନୁଗୁଳ, ବାଲେଶ୍ଵର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ,…

ବିମାନ ପରେ ଏବେ ତିରୁପତି ମନ୍ଦିରକୁ ଟାର୍ଗେଟ୍, ଇ-ମେଲ୍ ଜରିଆରେ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଗତକିଛି ଦିନ ହେଲା ଅନେକ ଭାରତୀୟ ଏବଂ ଅନ୍ତର୍ଜାତୀୟ ବିମାନରେ ବୋମା ଧମକ ମିଳୁଛି। ଏହାପରେ ଏବେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ସମାନ ଧମକ ମିଳିବା ଆରମ୍ଭ ହୋଇଛି। ତିରୁପତି ମନ୍ଦିର ପରିସରରେ ଥିବା ଅନେକ ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ରହିଛି।…

କଂଗ୍ରେସକୁ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ତାଙ୍କୁ ବାନ୍ଦ୍ରା ଇଷ୍ଟରୁ ଟିକେଟ ଦେଇଛି ଦଳ। ଅଜିତ ପାୱାର…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ ୨୪ ଘଣ୍ଟିଆ ବିଜୁଳି

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର । ଅକ୍ଟୋବର ୨୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ହେବନାହିଁ ବିଜୁଳି କାଟ । ଏଭଳି ଏକ ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀମାନଙ୍କୁ…

ଦିନ ୧ଟା ସୁଦ୍ଧା ରାସ୍ତା ସଫେଇ କାମ ସରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅଧରାତିର ପ୍ରଳୟ ରଚିଛି ବାତ୍ୟା ‘ଦାନା’ । ‘ଦାନା’ ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ…

ଇନ୍‌-ସ୍ପେସ୍‌ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟିର ପାଣ୍ଠି ମଞ୍ଜୁରି: ସ୍ପେସ୍ ଷ୍ଟାର୍ଟଅପ୍‌କୁ କରିବ…

ନୂଆଦିଲ୍ଲୀ: ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧ ହଜାର କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ (ଭିସି) ପାଣ୍ଠିକୁ ଅନୁମୋଦନ କରାଯାଇଛି। ଯାହା ସ୍ପେସ ସେକ୍ଟରରେ ଷ୍ଟାର୍ଟଅପକୁ…

କେଉଁଠି ଖୁସି ତ କେଉଁଠି ଦୁଃଖ ଦେଇଗଲା ‘ଦାନା’, ବାତ୍ୟା ବେଳେ ଜନ୍ମ ନେଲେ ୧୬୦୦ ଶିଶୁ

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ‘ଦାନା’। କେଉଁଠି ଘର ଦ୍ଵାର ଭାଙ୍ଗି ଲୋକଙ୍କୁ ଦୁଃଖ ଦେଇଯାଇଛି ତ କେଉଁଠି ଦେଇଛି ଖୁସି ଖବର । ବାତ୍ୟା ବେଳେ ରାଜ୍ୟରେ ଜନ୍ମ ନେଇଛନ୍ତି ପ୍ରାୟ ୧୬୦୦ ଶିଶୁ । ଗତକାଲି ରାତିରେ ଏସ୍‌ଆରସିଙ୍କ…

ସେନା ଗାଡି ଉପରେ ବଡ଼ଧରଣର ଆତଙ୍କୀ ଆକ୍ରମଣ: ୨ ଯବାନ ସହିଦ, ୨ ଶ୍ରମିକ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବରମୁଲ୍ଲା ଅନ୍ତର୍ଗତ ଗୁଲମର୍ଗରେ ବଡ଼ଧରଣର ଆତଙ୍କୀ ହମଲା ହୋଇଛି। ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସେନାରେ କାର୍ଯ୍ୟ କରୁଥିବା ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ବ୍ୟତୀତ…