Latest Odisha News

ପାଖେଇ ପାଖେଇ ଆସିଲାଣି ‘ଦାନା’: ପ୍ରଭାବରେ ରାଜଧାନୀରେ କାଚୁଛି ବର୍ଷା 

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେବା ପୂର୍ବରୁ ନିଜର ପ୍ରଭାବ ଜାହିର କଲାଣି ବାତ୍ୟା ଦାନା। ଯେତେ ପାଖେଇ ପାଖେଇ ଆସୁଛି, ତାହାର ପ୍ରଭାବ ସେତିକି ଅନୁଭୂତ ହୋଇଛି। ସକାଳୁ ରାଜଧାନୀରେ ଏହାର ପ୍ରଭାବରେ ଝିପି ଝିପି ମେଘ ତୁହାକୁ ତୁହା ଲାଗିରହିଥିବା ବେଳେ ଏବେ ବର୍ଷାର ପରିମାଣ ବଢ଼ିଛି। ରାଜଧାନୀ…

କେତେ କୋଟିର ମାଲିକାଣୀ ପ୍ରିୟଙ୍କା ଗାନ୍ଧି? 

ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଗାମୀ ଲୋକସଭା ଉପନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେରଳ ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା। ନାମାଙ୍କନ ଭରିବା ସହିତ ନିଜର ଅଚଳାଚଳ ସମ୍ପତ୍ତିର ତଥ୍ୟ ପୈଠ…

ଘୋଷଣା ହେଲା ‘ପୁଷ୍ପା ୨’ର ନୂଆ ରିଲିଜ୍ ତାରିଖ, ରେକର୍ଡ ଭାଙ୍ଗିବାକୁ ମେକର୍ସଙ୍କ ପ୍ଲାନ୍

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ’ର ନୂଆ ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମଟି ପୂର୍ବରୁ ଡିସେମ୍ବର ୬ ତାରିଖରେ ରିଲିଜ ହେବାର ଥିଲା, କିନ୍ତୁ ଅଲୁ ଅର୍ଜୁନ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।…

ଅସ୍ତରଙ୍ଗ ଯାଇ ବାତ୍ୟା ମୁକାବିଲାର ସ୍ଥିତି ପରକ୍ଷିଲେ ଉପମୁଖ୍ୟମନ୍ତ୍ରୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ କେତେ ମାତ୍ରାରେ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତର…

ଗ୍ଲୋବାଲ ୱାର୍ମିଂର ହେବ ସମାଧାନ, ସହାୟକ ହୋଇପାରେ ହୀରା ଗୁଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି୲ ତେବେ ଏହା ଏକ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହି ସମସ୍ୟାର ମୁକାବିଲା ନେଇ ବୈଜ୍ଞାନିକମାନେ ନୂଆ ତଥ୍ଯ ଦେଇଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ପ୍ରତିବର୍ଷ ପୃଥିବୀ ବାୟୁମଣ୍ଡଳର ଉପର ସ୍ତରରେ…

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିବା ପରେ ହାଇ ଆଲର୍ଟରେ ବିମାନ ବନ୍ଦର। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ…

ବାତ୍ୟା ‘ଦାନା’ର ସୃଷ୍ଟି ହେବନି ଆଖି

ଭୁବନେଶ୍ୱର: ବାତ୍ୟାକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ହେଲେ ଏହାର ଭିତରେ…

ଦିପାବଳୀରେ ଦିଅନ୍ତୁ ଏହି ସବୁ ଗିପ୍ଟ, ଟ୍ରେଣ୍ଡ ସହ ଚାଲିଛି ଭଲ ଅଫର

ଭୁବନେଶ୍ୱର: ଦିପାବଳୀରେ ସାଧାରଣତଃ ପରସ୍ପରକୁ ଉପହାର ଦେବା ଗୋଟେ ଆନନ୍ଦ ଦେଇଥାଏ। ତେବେ ଦିପାବଳୀ ରେ ମିଠା, ଶୋନପାମ୍ପୁଡ଼ି ଏବଂ ଡ୍ରାଏଫ୍ରୁଟ ଗିଫ୍ଟ ରେ ଦେବା ଏବେ ପୁରୁଣା ହୋଇଯାଇଛି । ଯଦି ଆପଣ କାହାକୁ ଭଲ ଉପହାର ଦେବାକୁ ଯୋଜନା କରୁଛନ୍ତି, ତେବେ ଏଥିପାଇଁ ଅନେକ ଭଲ ବିକଳ୍ପ ଅଛି ।…

ବାତ୍ୟା ‘ଦାନା’ ପାଇଁ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ବାତ୍ୟା 'ଦାନା' ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ରେ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଯେଉଁମାନେ ଏହି…

ଜୋମାଟୋ-ସ୍ୱିଗିରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢାଇଲା ପ୍ଲାଟଫର୍ମ ଫି’: ଗ୍ରାହକ ଅସନ୍ତୁଷ୍ଟ

ମୁମ୍ଵାଇ: ଯେବେଠାରୁ ଜୋମାଟୋ ଏବଂ ସ୍ୱିଗି ଆସିଛି ଲୋକେ ଘରେ ବସି ଆନ୍ଦନରେ ଖାଇବା ଅର୍ଡର କରି ଖାଉଛନ୍ତି। କିନ୍ତୁ ଏବେ ପାର୍ବଣ ଋତୁରେ ଫୁଡ୍ ଡେଲିଭରୁ କମ୍ପାନୀ ଜୋମାଟୋ ଏବଂ ସ୍ଵିଗି ପ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି। ଯାହା ପରେ ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକରୁ ଖାଦ୍ୟ ଅର୍ଡର କରିବା…