ପ୍ରକାଶ ପାଇଲା ଏମବିବିଏସ ବିଡିଏସ ଅପଗ୍ରେଡ୍ ଲିଷ୍ଟ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଏମବିବିଏସ କାଉନସେଲିଂ ସ୍ଥଗିତ l ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ l ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ l ବାତ୍ୟା ପାଇଁ ମେଡିକାଲ କଲେଜ ଓ ଓଜେଇଇ କେନ୍ଦ୍ରକୁ ଆସିବାକୁ ମନା କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ l…