Latest Odisha News

BREAKING NEWS

ବାତ୍ୟା ପାଇଁ ନବୀନଙ୍କ ବାର୍ତ୍ତା, ଭୟଭୀତ ନହୋଇ ସଜାଗ ରୁହ

ଭୁବନେଶ୍ୱର: ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା। ତେବେ ବାତ୍ୟାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ…

ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଫଟୋ ଭାଇରାଲ, ଆମେରିକା ଚିନ୍ତା… 

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୩ ମାସରେ ଦୁଇଥର ଋଷକୁ ଆସିଛି। ଯାହା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ପ୍ରମାଣ। ଋଷର କଜାନରେ…

ଦୁବାଇ ମରୁଭୂମିରେ ଫସିଲେ ମହିଳା, ଓଟ ପଠାଇଲା ଉବେର

ଦୁବାଇ: ଦୁବାଇରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମରୁଭୂମିରେ ଫସି ରହିଥିବା ଦୁଇଜଣ ମହିଳା କ୍ୟାବ ସର୍ଭିସ ଆପରେ କାର କିମ୍ବା ବାଇକ ନୁହେଁ ଓଟ ଚୟନ କରିଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଦୁବାଇ-ହାଟା ରୋଡରେ ଥିବା ଅଲ ବାଦାୟରର ମଧ୍ଯ ମରୁଭୂମିରେ ଦୁଇଜଣ…

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଦେଲେ ଜାମିନ

ମୁମ୍ବାଇ: ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜୟା ଶେଟ୍ଟୀଙ୍କୁ ୪ ମେ ୨୦୦୧ରେ…

ବିଶ୍ୱର ୫ଟି ଅଜବ ଗିନିଜ୍ ୱାର୍ଲ୍ଡ ରେକର୍ଡ, ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଅନେକ ପ୍ରକାରର ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ନିଶ୍ଚୟ l କିଏ ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ନିର୍ମାଣ କରି ବିଶ୍ୱ ରେକର୍ଡ କରିଛନ୍ତି ତ କିଏ ସବୁଠାରୁ ଦୀର୍ଘତମ ନଦୀ ପାର ହୋଇ ବିଶ୍ୱ ରେକର୍ଡ କରିଛନ୍ତି l କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି…

ଆସନ୍ତୁ ଜାଣିବା ବବିତା ଫୋଗଟ କାହାକୁ କହିଲେ ଦିଦି ତୁମେ କଣ ପାଇଲ ?

ନୂଆଦିଲ୍ଲୀ: ରେସଲର ସାକ୍ଷୀ ମଲିକ ତାଙ୍କ ଆତ୍ମକଥା ୱିଟନେସ ମାଧ୍ୟମରେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ସାକ୍ଷୀ ଏବେ ଅନେକ ରହସ୍ୟ ଉଜାଗର କରିଛନ୍ତି । ଅବଶ୍ୟ ଏହା ସତ କି ମଛ ତାହା ପ୍ରମାଣିତ ହୋଇନି । ପୂର୍ବତନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଏବେ ସାକ୍ଷୀଙ୍କୁ କଡା ସମାଲୋଚନା…

ମ୍ୟାକଡୋନାଲ୍ଡ ବର୍ଗର ଖାଇ ଚାଲିଗଲା ଜଣଙ୍କ ଜୀବନ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ନୂଆଦିଲ୍ଲୀ: ମ୍ୟାକଡୋନାଲ୍ଡ ବର୍ଗର ଖାଇ ଚାଲିଗଲା ଜଣଙ୍କ ଜୀବନ। ୧୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା। ଆମେରିକାରେ ପ୍ରସିଦ୍ଧ ଫୁଡ୍‌ ଚେନ୍‌ ମ୍ୟାକଡୋନାଲ୍ଡ ବର୍ଗର ଖାଇବା ପରେ ଅସୁସ୍ଥ ହେବା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଗର ଖାଇବା ପରେ…

ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର

ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି ଗୁରୁତ୍ୱ ବହନ କରିଥାଏ । ବେଙ୍ଗାଲୁରରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ…

ବଡ ଖବର: ସ୍ପଷ୍ଟ ହେଲା ଚିତ୍ର, ଏଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ସ୍ପଷ୍ଟ ହେଲା ଚିତ୍ର l ସାମନାକୁ ଆସିଲା ସାମୁଦ୍ରିକ ଝଡ 'ଦାନା'ର ଲ୍ୟାଣ୍ଡଫଲ୍ ସ୍ଥାନ l ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ 'ଦାନା'। ଏନେଇ ସୂଚନା ଦେଇଛନ୍ତି ପାଣିପାଗ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ

ୱାୟନାଡ: ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି। ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଥି ନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରିୟଙ୍କା…