ଦାନା ପ୍ରଭାବ: ବ୍ୟାପକ ଟ୍ରେନ୍ ବାତିଲ କଲା ରେଲୱେ
ଭୁବନେଶ୍ଵର: ସାମୁଦ୍ରିକ ଝଡ ଦାନା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ସରକାର । ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍ ବାତିଲ କରିଛି ରେଲୱେ । ମୋଟ ୧୯୮ଟି ଟ୍ରେନ୍ ବାତିଲ ନେଇ ସୂଚନା ଦେଇଛି ରେଲୱେ । ୨୩, ୨୪ ଏବଂ ୨୫ ତାରିଖ ମଧ୍ୟରେ ମୋଟ ୧୯୮ ଟ୍ରେନ୍ ବାତିଲ କରାଯାଇଛି । ସେଥିମଧ୍ୟରୁ ଅପ୍…