Latest Odisha News

BREAKING NEWS

ସାମନ୍ଥା ଟ୍ବିଟ୍ କରି କଙ୍ଗନାଙ୍କ ପାଇଁ ଲେଖିଲେ ଏପରି କିଛି…

ମୁମ୍ବାଇ: ଫିଲ୍ମ 'ଏମରଜେନ୍ସି' ରିଲିଜକୁ ନେଇ କଙ୍ଗନା ରାନାୱତ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲେ । ଅଭିନେତ୍ରୀ କଙ୍ଗନା ଜଣେ ସୋସିଆଲ ମିଡିଆ 'ଏକ୍ସ' ବ୍ୟବହାରକାରୀଙ୍କୁ ଜାବାବ ଦେଇଛନ୍ତି ଯିଏ ଲେଖିଛନ୍ତି ଯେ, 'ଲୋଗୋଁକୋ ଉହ୍ନେ ଜଲାନେବୋଲଁସେ ଡରନା ଚାହିଏ' । ଏହି ପୋଷ୍ଟ ଉପରେ ଏକ…

ଠକେଇ ମାମଲାରେ ଛନ୍ଦି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର୍ ରେମୋ ଡି’ସୁଜା

ମୁମ୍ବାଇ: ଠକେଇ ମାମଲାରେ ଛନ୍ଦି ହେଲେ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା । ମହାରାଷ୍ଟ୍ରର ଥାନେରେ ଉଭୟଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଉଭୟଙ୍କ ବିରୋଧରେ ଏକ ଡ୍ୟାନ୍ସ ଗ୍ରୁପ ଠାରୁ ୧୧.୯୬ କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି…

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ତାଙ୍କ ସ୍କୁଟରରେ ବସି ବାହାରିବା ବେଳେ ପଛ ଆଡୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ ।…

ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟରେ ଚମକିଲେ ଓଡିଶାର ଆରାଧନା ଦାସ

ଦୁବାଇ: ଦୁବାଇରେ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲରେ ୨ୟ ରନର୍ ଅପ୍ ମୁକୁଟ ପିନ୍ଧିଛନ୍ତି ଓଡିଶାର ଆରାଧନା ଦାସ। ମିଡିଲ୍ ଇଷ୍ଟରେ ଭାରତୀୟ ବିବାହିତ ମହିଳାମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ବିୟୁଟି ପିଜାଣ୍ଟ ୨୦୨୩ ମସିହାରେ ଆରମ୍ଭ ହୋଇଥିଲା।…

ଆସୁଛି ‘ଦାନା’, କଳାବଜାରୀଙ୍କୁ ସାବଧାନ୍!

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା ‘ଦାନା’ । ତେବେ ବାତ୍ୟା ନେଇ ଆଇଏମଡିର ଆକଳନ ପରେ ଏବେ ଲୋକଙ୍କ ମନରେ ଛନକା ପଶିଥିବା ବେଳେ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନଜ ଆବଶ୍ୟକୀୟ ସାମଗ୍ରୀକୁ ଚଢା…

ବିଲବୋର୍ଡ କାନାଡାର କଭର ପେଜରେ ଦିଲଜିତ୍, ପ୍ରଥମ ଭାରତୀୟ ଭାବେ ରେକର୍ଡ

ମୁମ୍ବାଇ: ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ବିଲବୋର୍ଡ କାନାଡାର କଭରରେ ସ୍ଥାନ ପାଇଛନ୍ତି। ସେ ପ୍ରଥମ ଭାରତୀୟ କଳାକାର ଭାବେ ଇତିହାସ ସୃଷ୍ଟି କରିଛନ୍ତି। ପତ୍ରିକାର ପ୍ରଥମ ମୁଦ୍ରଣ ସଂସ୍କରଣରେ ଦିଲଜିତଙ୍କ ଦିଲ୍-ଲୁମିନିଟି ଭ୍ରମଣରୁ ସ୍ୱତନ୍ତ୍ର ବିଷୟବସ୍ତୁ ପ୍ରଦର୍ଶିତ ହେବ।…

ମହାରାଷ୍ଟ୍ର ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ…

ଗୋପ ବ୍ଲକ ଡିହସାହିରେ ଅଘଟଣ: ବଜ୍ରପାତରେ ୨ ମୃତ

ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ  ରୀନା ଭୋଇ(୪୫) ଓ ସରସ୍ବତୀ ସ୍ବାଇଁ…

ଇତିହାସରେ ପ୍ରଥମ: ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ନକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି କ୍ରେଜ୍ । ଡିସେମ୍ବର ୬ରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏହା ପୂର୍ବରୁ ଫିଲ୍ମଟି ରୋଜଗାର କରିଛି ୯୦୦ । ନଭେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର କାମ ଶେଷ ହେବା ପରେ ଆରମ୍ଭ ହେବ…

ତିତଲି ପରେ ଆସୁଛି ‘ଦାନା’, ଥରହର ହେବ କି ଓଡିଶା?

ଭୁବନେଶ୍ବର: ଅକ୍ଟୋବର ଆସିଲେ ଛାତି ଥରେ । ୧୯୯୯ ପରେ ଗତ କିଛି ବର୍ଷ ଯେମିତି ଅକ୍ଟୋବର ବାତ୍ୟା ଆଉ ଓଡିଶା ପରସ୍ପର ସହ ଜଡିତ ଥିଲେ । ସେ କରାଳ ରୂପ ନେଇ ଅକ୍ଟୋବର ଆସିଲେ ପୁଣି ଓଡିଶା ଫେରିଆସେ ବାତ୍ୟା । ହେଲେ ୨୦୧୮ ତିତଲି ବାତ୍ୟା ପରଠାରୁ ଯେମିତି ଥମିଯାଇଥିଲା ଏହି ଟ୍ରେଣ୍ଡ ।…