ଜାମସେଦପୁରରୁ ନିର୍ବାଚନ ଲଢିବେ ଓଡ଼ିଶା ରାଜ୍ୟପାଳଙ୍କ ବୋହୂ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ଟିକେଟ ଦେଇଛି ବିଜେପି। ସେ ଜାମସେଦପୁରରୁ ଲଢିବେ ନିର୍ବାଚନ। ସେ ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ। ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ…