Latest Odisha News

ପ୍ରଥମ ଥର କରୱା ଚଉଥ୍ ପାଳିବେ ବଲିଉଡର ଏହି ୭ ଅଭିନେତ୍ରୀ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ୨୦ ଅର୍ଥାତ ଆସନ୍ତାକାଲି ପଡୁଛି କରୱା ଚଉଥ୍ l ବିବାହିତା ମହିଳାମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଶୁଭମନାସୀ ଉପାସ କରିବେ l ରାତିରେ ଚନ୍ଦ୍ରଙ୍କ ଦର୍ଶନ କରିବା ପରେ ସ୍ୱାମୀଙ୍କ ହାତରୁ ପାଣି ପି ଉପାସ ଖୋଲିବେ ବିବାହିତ l କେବଳ ସାଧାରଣ ମହିଳାମାନେ ନୁହେଁ ବରଂ…

ରାଜ୍ୟର ୧୮ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର),…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି….

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ୨୩…

ଜଳପଥରେ ଯୋଡିହେବ ତାଳଚେର-ପାରାଦୀପ

ଭୁବନେଶ୍ବର: ଜଳପଥରେ ଯୋଡି ହେବ ତାଳଚେର ଏବଂ ପାରାଦୀପ ଓ ଧାମରା ବନ୍ଦର । ଜାତୀୟ ଜଳପଥ-୫ ଏହି ଦୁଇ ବନ୍ଦର ପାରାଦୀପ ଓ ଧାମରା ସହିତ ତାଳଚେରକୁ ସଂଯୋଗ କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ  (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଖଣିଜ ପରିବହନ ପାଇଁ ଏହି…

କାହିଁକି ୯୫ ପ୍ରତିଶତ ଲୋକ ତାଙ୍କ ବାମ ହାତରେ ପିନ୍ଧନ୍ତି ଘଣ୍ଟା, ଜାଣନ୍ତୁ…

ଭୁବନେଶ୍ୱର: ହାତରେ ଘଣ୍ଟା ପିନ୍ଧିବା କାହିଁ କେତେ କାଳରୁ ଲୋକମାନଙ୍କର ସଉକ ହୋଇ ରହି ଆସିଛି l ସମୟ ସହିତ ଘଣ୍ଟା ଷ୍ଟାଇଲ ବଦଳିବ ସହ ଲୋକଙ୍କ ରୁଚି ବି ବଦଳୁଛି ଆଉ ପିନ୍ଧିବାର ଅଭ୍ୟାସ ମଧ୍ୟ l ସମୟ ଦେଖିବା ପାଇଁ ଆଜିକାଲି ଆଉ କେହି ହାତରେ ଘଣ୍ଟା ପିନ୍ଧୁନାହାନ୍ତି ବରଂ ନିଜର ଫ୍ୟାସନ ପାଇଁ…

ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ: ସର୍ଫରାଜଙ୍କ ଆକର୍ଷଣୀୟ ଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଭାରତ ସୁବିଧାଜନକ ସ୍ଥିତିରେ ପଂହିଚିଛି । ସର୍ଫରାଜ ଖାଁଙ୍କ ଶତକ ଏବଂ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ସ୍କୋରଠାରୁ ୧୨ ରନ ପଛରେ ରହିଛି । ସର୍ଫରାଜ ୧୨୫ ଓ ପନ୍ତ ୫୩ ରନ କରି…

ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ

ଭୁବନେଶ୍ବର: ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ…

ଦୁନିଆର ସବୁଠୁ ଦାମୀ ପରିବା, ଦର ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏବେ ବଜାରରେ ଆକାଶଛୁଆଁ ପନିପରିବା ଦର l ପିଆଜ ହେଉ କି ଟମାଟୋ, ଏପରିକି ସବୁଜ ପନିପରିବା ମଧ୍ୟ ଚଢା ଦରରେ ବିକ୍ରି ହେଉଛି l ଦିନକୁ ଦିନ ଏହାର ଦ୍ୱାରା ବୃଦ୍ଧି ପରିବାରେ ଲାଗିଛି l ବେଳେ ପନିପରିବା ଦ୍ୱାରା ଏତେ ମାତ୍ରାରେ ବଢିଯାଏ ଯେ ଲୋକମାନେ ପନିପରିବା ଦରକୁ ସୁନାରୂପା ସହ…

‘ବିଜେଡି ହାରିବା ପଛରେ ୪ କାରଣ’, କହିଦେଲେ ପଦ୍ମନାଭ…

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ଧରାଶାୟୀ ହେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଏବେ ଦଳ ଉପରକୁ ଯାଇ ନିଜର ମୁହଁ ଖୋଲୁଛନ୍ତି । କାହିଁକି ବିଜେଡି ହାରିଲା? କେଉଁଠି ବ୍ୟତିକ୍ରମ ରହିଲା? ବୋଲି ଦର୍ଶାଇବା ସହିତ କିଛି ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏହାରି…

ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ବିସିସିଆଇକୁ ନୂତନ ପ୍ରସ୍ତାବ ଦେଲା ପିସିବି

ଲାହୋର: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜିତ ହେବ । ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ସୂଚାରୁରୂପେ ଆୟୋଜିତ କରିବା ପାଇଁ ବିସିସିଆଇକୁ ଆଉ ଏକ ପ୍ରସ୍ତାବ ଦେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଟିମ ପାକିସ୍ତାନ ଯିବା ସମ୍ଭାବନା କମ ରହିଛି । ଅବଶ୍ୟ…