Latest Odisha News

BREAKING NEWS

ଗଛରୁ ପଡିଗଲେ ଯୁବକ; ପିଠିରେ ପଶି କାଠ ଛାତିରେ ବାହାରିଲା

ମୟୂରଭଞ୍ଜ: ପିଠିରେ ଗଳି ରହିଛି ଗଛ ଡାଳ । ଅସହ୍ୟ ଯନ୍ତ୍ରଣା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଁଚିଲେ ଯୁବକ । ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡ଼ି ଗ୍ରାମରେ । ସୁବାସ ମାରାଣ୍ଡି ଏବଂ ତାଙ୍କ ସାଥୀ କୁଅଁର…

ଗୁଣୁପୁରରୁ ୨୧ ଲକ୍ଷ ଟଙ୍କା ମୂଲ୍ୟର ୨୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା: ଗୁଣୁପୁର ପୋଲିସର ବଡ଼ ସଫଳତା । ରାୟଗଡା ଜିଲ୍ଲା ବିକ୍ରମପୁର ରାସ୍ତାରୁ ଏକ କାର ଭିତରୁ ୨୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅନ୍ୟଜଣେ ଫେରାର ରହିଛି । ଗିରଫ ଅଭିଯୁକ୍ତ ଜଣକ ରେବୀନ ରେଜି ବୋଲି ଜଣାପଡିଛି । ସୂଚନାମୁତାବକ,…

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ନିଜ ପଦରୁ ଦେଲେ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ସୌନ୍ଦରାଜନ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଏକ ବିବୃତ୍ତିରେ…

ବିଜେପିରେ ସାମିଲ ହେଲେ ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା…

ଟି୨୦ ବିଶ୍ୱକପ ନେଇ ଆଜାଦଙ୍କ କ୍ରିକେଟ ବୋମା: କୋହଲିଙ୍କୁ ନେବା ପାଇଁ ରୋହିତଙ୍କ ହଁ, ଜୟ ଶାହଙ୍କ ନାଁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ ନେଇ ଏବେ ରାଜନୀତିର ବାସ୍ନା ଆସିବାରେ ଲାଗିଛି । ୨ ଜୁନରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଖେଳାଯିବ । ରୋହିତ ଭାରତୀୟ ଟିମର ଅଧିନାୟକ ହେବା ନିଶ୍ଚିତ ହୋଇଥିବା ବେଳେ ବିରାଟ କୋହଲିଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିର ରୂପ, ଆଉ ମୁଁ ତାଙ୍କ ପୂଜାରୀ’

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନ ବିଗୁଲ। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଭାପତି ତଥା କେରଳର ୱାୟନାଡ଼ ସାଂସଦ…

ଏସବିଆଇ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ, ଗୁରୁବାର ସୁଦ୍ଧା ଇସିକୁ ସବୁ ତଥ୍ୟ ଦେବାକୁ କଲେ ତାଗିଦ

ନୂଆଦିଲ୍ଲୀ: ଏସବିଆଇକୁ ଲାଗିଲା ପୁଣି ଏକ ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଏସବିଆଇକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି ଯେ,…

ସାରା ଦେଶରେ ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ଓଡ଼ିଶାର ନମ୍ୱର-୧ ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ କୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ୱାସ୍‌‌) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି ।…

‘ଜନଜାତି ସମ୍ପ୍ରଦାୟ ପାଇଁ ସରକାର ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି’

ଭୁବନେଶ୍ବର: ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଜନଜାତି ସମ୍ପ୍ରଦାୟ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ଓଡ଼ିଶାରେ ୨୨.୮% ବା ଏକ କୋଟି ଲୋକ । ଏମାନଙ୍କ ଉନ୍ନତି ସଂସ୍କୃତି, ଜ୍ଞାନ, ବନ୍ୟ ଉତ୍ପାଦନ, ଔଷଧ,…

ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକ! ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ବାଜି ସାରିଛି ବିଗୁଲ୍ । ଘୋଷଣା ସରିଛି ସାଧାରଣ ନିର୍ବାଚନ ତାରିଖ । ଏବେ ସବୁ ଦଳ ନିଜ ପାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାରି ଭିତରେ ଘୋଷଣା ହେବ କି ବିଜେଡିର ପାର୍ଥୀ ତାଲିକା । ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର…