Latest Odisha News

ଶ୍ରୀମନ୍ଦିର ଇତିହାସରେ ପ୍ରଥମ; ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଏତିକି ଟଙ୍କା ଦାନ କଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ନେଇ ଆଜି ଜଣେ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ବାବଦରେ ବ୍ୟକ୍ତି ଜଣଙ୍କ ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିରର ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା…

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ: ମା’ ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ: ହବିଷ୍ୟାଳୀ ମା' ମାନେ ଓଡିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏହା ଆମ ରାଜ୍ୟକୁ ସମୃଦ୍ଧ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆଜି ଅପରାହ୍ନରେ…

ଝାଡଖଣ୍ଡରେ ସିଟ ସେୟାରିଂ ଶେଷ କଲା ବିଜେପି

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶେଷ କରିଛି ସିଟି ସେୟାରିଂ। ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଦଳ ସହ ମେଣ୍ଟ କରି ଝାଡଖଣ୍ଡରେ ନିର୍ବାଚନ ଲଢ଼ିବ ଦଳ। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ୧୩ଟି…

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ।  ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। …

ରଣଜୀ ଟ୍ରଫି: ଜମ୍ମୁ ଏବଂ କଶ୍ମୀରଙ୍କୁ ୨୭୦ରେ ରୋକିଲା ଓଡିଶା

କଟକ: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ସୁମିତ ଶର୍ମାଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୨୭୦ ରନରେ ଜମ୍ମୁ ଏବଂ କଶ୍ମୀରଙ୍କୁ ପ୍ରଥମ ଇନିଂସରେ ଅଲଆଉଟ କରିଛି । ଟସ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଗୋବିନ୍ଦ ପୋଦ୍ଦାର ନେତୃତ୍ୱାଧୀନ ଓଡିଶା…

ମହାରାଷ୍ଟ୍ର ନିର୍ବାଚନ : କଂଗ୍ରେସକୁ ଜଣା ନାହିଁ ରାଜନୀତିର କ-ଖ-ଗ-ଘ…

ମୁମ୍ବାଇ: ମହାରାଷ୍ଟ୍ର ମହା ବିକାଶ ଅଘାଡି (ଏମଭିଏ)ରେ ବିଳମ୍ବ ହୋଇଛି ସିଟ ସେୟାରିଂ। ଏହାକୁ ନେଇ ଶୁକ୍ରବାର ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସଫଳ ବୋଲି ଦାବି…

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆନନ୍ଦଵଜାର ବିଶୃଙ୍ଖଳାକାରୀ। ଶ୍ରୀମନ୍ଦିର ଆନନ୍ଦ ବଜାର ମଧ୍ୟରେ ବାହାର ରାବିଡି ବିକ୍ରିକୁ ବିରୋଧ କରିବାରୁ ଗୋଡେଇ ଗୋଡେଇ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଗୋଡ଼ାଇ ହାଣିଛନ୍ତି ଅଣସେବାୟତ। ଆଜି…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଏତଲା

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ପ୍ରଦେଶ ଛାତ୍ର କଂଗ୍ରେସ । ବୁଦ୍ଧାଦିତ୍ୟ ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ…

ସଚିନ, ଗାଭାସ୍କର, ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେନି କୋହଲି

ବେଙ୍ଗାଲୁର: ଟେଷ୍ଟ କ୍ରିକେଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ ୯୦୦୦ ରନ ମାର୍କ ଛୁଇଁଥିଲେ ।…

କୋହଲି, ରୋହିତ, ସର୍ଫରାଜଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୩ ୱିକେଟ ହରାଇ ୨୩୧ ରନ ସଂଗ୍ରହ କରିନେଇଛି । ଟିମ ଇଣ୍ଡିଆ ଏବେ ବି ନ୍ୟୁଜିଲାଣ୍ଡଠାରୁ ୧୨୫ ରନ…