ଉପ ମହାଦେଶରେ ସର୍ବନିମ୍ନ ସ୍କୋର କଲା ଟିମ ଇଣ୍ଡିଆ
ବେଙ୍ଗାଲୁର: କିଛି ଦିନ ତଳେ କାନପୁରରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ରଥମେ ବ୍ୟାଟିଂ କରି ୩୧.୨ ଓଭରରେ ୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…