Latest Odisha News

BREAKING NEWS

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୫୫ କେନ୍ଦ୍ରରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ଏହା ସହିତ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ । ରାଜ୍ୟର ମୋଟ ୫୫ ଟି କେନ୍ଦ୍ରରେ ଖାତା ଦେଖା ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ପାଓଭାଜି ଖାଇବାକୁ ଚୋରି ଆଇଫୋନ୍ ବିକି ଦେଲା ମଦୁଆ

ନୂଆଦିଲ୍ଲୀ: ଗୋଆ ଯାଉଥିଲେ ନିଜ ମୋବାଇଲ ଓ ଦାମୀ ଜିନିଷ ପ୍ରତି ସାବଧାନ ହୁଅନ୍ତୁ । ନଚେତ୍ କେଉଁ ମଦୁଆ ଆପଣଙ୍କ  ପ୍ରିୟ ଜିନିଷ ଚୋରି କରି ସଙ୍ଗେ ସଙ୍ଗେ ଶହେ ଦେଢଶହ ଟଙ୍କାରେ ରାସ୍ତା କଡ ଦୋକାନୀକୁ ବିକି ଦେଇଥିବ । ସୋସିଆଲ ମିଡିଆ ଏକ୍ସରେ ଜଣେ ବ୍ୟକ୍ତି ନିଜେ ସମ୍ମୁଖୀନ ହୋଇଥିବା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା, ମୁଣ୍ଡରେ ପଡିଛି ୩ଟି ଷ୍ଟିଚ୍

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମୁଣ୍ଡ ଫାଟିଯିବାରୁ ଗୁରୁବାର କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଚ୍ ପଡିଛି । ହ୍ବିଲ୍…

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେ ଗୁରୁତର ଆହତ ହୋଇ ସମ୍ୱଲପୁରର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ୩୦ଟି ଷ୍ଟିଚ୍ ପଡିଥିବା ବେଳେ ନାକ ଓ ଆଖିରେ ମଧ୍ୟ ଆଘାତ ଲାଗିଛି । ଏବେ ତାଙ୍କୁ…

ବିଜେପିରେ ସାମିଲ ହେଲେ ଅମରିନ୍ଦର ସିଂହଙ୍କ ସାଂସଦ ପତ୍ନୀ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ନିଲମ୍ବିତ କଂଗ୍ରେସ ନେତା ପରଣୀତ କୌର ଗୁରୁବାର ବିଜେପିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର କରିଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପଞ୍ଜାବର ପଟିଆଲାରୁ ୪ ଥର ସାଂସଦ ତଥା ପୂର୍ବତନ…

ଶୃଙ୍ଖଳାଗତ କାରଣରୁ ନିଲମ୍ବିତ ହେଲେ ନାଲକୋ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟ ପକ୍ଷରୁ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ରଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବିତ କରିବା ନେଇ…

ବିବାଦ ଭିତରେ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସେମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି। ଅନୁପ ଚନ୍ଦ୍ର…

ବସଷ୍ଟାଣ୍ଡ ଉଦଘାଟନ ବେଳେ ଲୋକେ ଦେଖିଲେ ବିଧାୟକ-ସରପଞ୍ଚ ବିବାଦ

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବସ୍ ଟର୍ମିନାଲ ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଦାସଙ୍କ ନାମ ସୂଚନା ଫଳକରୁ ବାଦ ପଡ଼ିବାରୁ ଏହାକୁ ତୀବ୍ର ବିରୋଧ କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଦଘାଟନ ପାଇଁ ଏକତ୍ରିତ ହୋଇଥିବା ଜନସମାଗମ ସମ୍ମୁଖରେ ସ୍ଥାନୀୟ ବିଧାୟକ…

ନିର୍ବାଚନୀ ବଣ୍ଡ ଜରିଆରେ ସର୍ବାଧିକ ଅନୁଦାନ ପାଇଛି ବିଜେପି, ବିଜେଡି କେତେ ?

ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ମଧ୍ୟରେ ୬୦୬୦.୫ କୋଟି ଟଙ୍କା ସହ ଭାରତୀୟ ଜନତା ପାର୍ଟି (ବିଜେପି) ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ସର୍ବାଧିକ ଅନୁଦାନ ପାଇଥିବା ରାଜନୈତିକ ଦଳମାନଙ୍କ ତାଲିକାରେ ଶୀର୍ଷରେ ରହିଛି। ଏହି ସମୟ ମଧ୍ୟରେ ନଗଦ ହୋଇଥିବା ମୋଟ ବଣ୍ଡର ଏହା ୪୭.୫% ରୁ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ ସଂଶୋଧିତ ଦର ମାର୍ଚ୍ଚ ୧୫ ତାରିଖ ସକାଳ ୬ଟାରୁ ଲାଗୁ ହେବ। ମନ୍ତ୍ରଣାଳୟ କହିଛି ଯେ ମୂଲ୍ୟ ହ୍ରାସ ଉପଭୋକ୍ତା ଖର୍ଚ୍ଚକୁ ଉତ୍ସାହିତ କରିବ ଏବଂ ବହୁ…