Latest Odisha News

BREAKING NEWS

ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା

ନୂଆଦିଲ୍ଲୀ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା l କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା ବୃଦ୍ଧି କରିଛି ଗୃହ ମନ୍ତ୍ରଣାଳୟ । ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି l ଚିରାଗଙ୍କ ସୁରକ୍ଷା ପାଇଁ ପୂର୍ବରୁ…

କରନଙ୍କ ଧର୍ମା ପ୍ରଡକ୍ସନ ଉପରେ ମୁକେଶ ଅମ୍ବାନୀଙ୍କ ନଜର! 

ମୁମ୍ବାଇ: ତୈଳଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ, ଏସିଆର ଅଗ୍ରଣୀ ବ୍ୟବସାୟୀ ତଥା ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସବୁ କ୍ଷେତ୍ରରେ ବ୍ୟାପିଛି। କିନ୍ତୁ ଏବେ ଖବର ଆସୁଛି ଯେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, କରଣ ଜୋହରଙ୍କ ଧର୍ମା…

ଏଥର ଦୀପାବଳୀରେ ଫୁଟିବନି ବାଣ, କଟକଣା ଜାରି କଲେ ସରକାର

ନୂଆଦିଲ୍ଲୀ: ଏଥର ବି ଦୀପାବଳୀରେ ଫୁଟିବନି ବାଣ । ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି । ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା…

ଏଆଇ ଜେନେରେଟ୍ ଇମେଜ୍ ଓ ଡିପ୍‌ଫେକ୍ ଉପରେ ଲାଗିବ ରୋକ, ସାବାଡ କରିବ ଗୁଗୁଲର ନୂଆ ଟୁଲ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଆମ ଜୀବନରେ ଅନେକ କାର୍ଯ୍ୟକୁ ଅତି ସହଜ କରିଛି। ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିବାକୁ, ଆମେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜିର ସାହାଯ୍ୟ ନେଇଥାଉ। ଟେକ୍ନୋଲୋଜି ଆମ ପାଇଁ ଯେତିକି ଲାଭଦାୟକ, ଏହାର ଅନେକ ଅସୁବିଧା ମଧ୍ୟ ରହିଛି। ଆଜିର ସମୟରେ, ସ୍ମାର୍ଟଫୋନ୍ ଏବଂ…

ଯଦି ଅନୁମତି ମିଳେ ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି: ପପୁ ଯାଦବ

ପାଟଣା: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାରି ଭିତରେ ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କ ବଡ଼ ବୟାନ ଆସିଛି। ସେ କହିଛନ୍ତି, 'ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ…

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’: ପୁଣି ଥରେ ଛୋଟ ପରଦାରେ….

ଭୁବନେଶ୍ବର: ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ । ତେବେ ଗତବର୍ଷ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ଏହାର ସିକ୍ବେନ୍ସ ତଥା ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨.୦’। ଯାହାକି…

ଦୀପାବଳି ଉପହାର: କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି କମ୍ପାନୀ ଦେଲା ମର୍ସିଡିଜ୍

ଚେନ୍ନାଇ: କମ୍ପାନୀ ଏବଂ କର୍ମଚାରୀ ଗୋଟେ ଗାଡିର ଦୁଇ ଚକ ସଦୃଶ୍ୟ l ଯଦି ଏଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ୍ ଭାବରେ କାମ ନକରେ ତେବେ ବ୍ୟବସାୟର ଯାତ୍ରା ଏବଂ ସଫଳତା ବହୁତ କଷ୍ଟସାଧ୍ୟ ହୋଇଯାଏ l ଗତ କିଛି ଦିନ ଧରି ଆମେମାନେ ସାଧାରଣତଃ ଛଟେଇ, ଖର୍ଚ୍ଚ କାଟିବା, ଇନକ୍ରିମେଣ୍ଟ ଏବଂ ବୋନସ ଉପରେ…

କମାଲ କରୁଛି ‘କର୍ମ’: ଦର୍ଶକଙ୍କୁ ବାନ୍ଧି ରଖୁଛି

ଭୁବନେଶ୍ବର: ଏବେ ପୁଣି ଓଡିଆ ସିନେମା ପ୍ରତି ଆକର୍ଷିତ ହେଲେଣି ଦର୍ଶକ । ସେହି ପୁରୁଣା ହିରୋଙ୍କ ନୂଆ ଅନ୍ଦାଜ ଏବେ ଦର୍ଶକଙ୍କ ମନକୁ ବେଶ୍ ଛୁଉଁଛି । ପୂଜା ବଜାରରେ ଏବେ ରିଲିଜ୍ ହୋଇଛି ଅନୁଭବ ମହାନ୍ତିଙ୍କ ଅଭିନୀତ ସିନେମା ‘କର୍ମ’ । ଏବେ ସିନେମା ହଲରେ ଯେମିତି କମାଲ କରିଚାଲିଛି । ରିଲିଜ…

ଶେଷ କେମୋ ଥେରାପିରେ ପ୍ରେରଣା ସାଜିଛି ମୋ ଆଖିପତା: ହିନା

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ ଏବଂ କହିଥିଲେ ଯେ ସେ ସ୍ତନ କର୍କଟ ଗୁରୁତର ରୋଗରେ ପୀଡିତ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସେ…

ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗନ୍ତୁ ସଲମାନ:ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ 3ଜଣଙ୍କୁ…