ପୁଣି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଜଣେ ସନ୍ଦିଗ୍ଧକୁ ଧରିଲା ପୋଲିସ
ନୂଆଦିଲ୍ଲୀ: ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର । କାଲିଫର୍ଣ୍ଣିଆର କୋଚେଲ୍ଲାରେ ନିର୍ବାଚନୀ ରାଲି ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ସୂଚନା ମିଳିଛି । ଟ୍ରମ୍ପଙ୍କ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କରିଛି…