ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ସହ ଅନେକ ରେକର୍ଡ ଭଙ୍ଗ କରିଚାଲିଛି । ଏହି ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଅଭିନୟ, ଡ୍ୟାନ୍ସ ଓ ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେ ଏବେ ଭାରତରେ ଚର୍ଚ୍ଚିତ ହୋଇ ପଡିଛନ୍ତି । ତେବେ ବିନୋଦ ଖାନ୍ନାଙ୍କ ପୁଅଙ୍କ ଚଳଣି ଅତି…