Latest Odisha News

BREAKING NEWS

ହେରା ଫେରୀ ୩ ପାଇଁ ରାଇଟ୍ସ ହାତେଇଲେ ଫିରୋଜ ନାଡିୟାଡୱାଲା

ମୁମ୍ବାଇ:ହେରା ଫେରୀ, ଆୱାରା ପାଗଲ ଦିୱାନା, ଫିର ହେରା ଫେରୀ, ୱେଲକମ ଓ ଆନ ପରି ସୁପରହିଟ ଫିଲ୍ମ କରିଥିବା ନିର୍ମାତା ଫିରୋଜ ନାଡିୟାଡୱାଲା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫିରୋଜ ଏବେ ଇରୋସ ସହିତ ଥିବା…

ଆରମ୍ଭ ପୂର୍ବରୁ ବିବାଦ: ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ

କଟକ: ଆଉ ମାତ୍ର ଦିନ କେଇଟା। ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଆରମ୍ଭ ପୂର୍ବରୁ ହିଁ ମୁଣ୍ଡ ଟେକିଲାନି ବିବାଦ। ବିଭିନ୍ନ ଦାବି ରଖି ପ୍ରଶାସନଙ୍କୁ ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଚେତାଇ ଦେଇଛି ବାଲିଯାତ୍ରା ମିଳିତ…

ମସ୍କଙ୍କ ନୂଆ ଆବିଷ୍କାର: ନାଚିବା ଠାରୁ ଆରମ୍ଭ କରି ପୋଛିବା ପର୍ଯ୍ୟନ୍ତ ସବୁ କରୁଛି

ନୂଆଦିଲ୍ଲୀ: ପୁଣି ଗବେଷଣା ପାହାଚରେ ଆଉ ଏକ ପାଦ ଉପରକୁ ଉଠିଲା ଟେସ୍‌ଲା। ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ସବୁ ମାଇଲ ଖୁଣ୍ଟକୁ ଗୋଟେ ପରେ ଗୋଟେ ପାର କରିଚାଲିଛି ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା। ଏବେ ପୁଣି ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରାଇଛନ୍ତି। କମ୍ପାନୀ…

ନାସିକ ଆର୍ଟିଲରି ସେଣ୍ଟରରେ ଅଘଟଣ, ୨ ଅଗ୍ନିବୀର ମୃତ

ନାସିକ: ନାଶିକର ଆର୍ଟିଲରି ସେଣ୍ଟରରେ ଏକ ଟ୍ରେନିଂ ଅଭ୍ୟାସରେ ହଠାତ୍ ଏକ ତୋପ୍ ଗୋଳା ଫାଟିଯିବାରୁ ଦୁଇଜଣ ଅଗ୍ନିବୀର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଜଣେ ଅଗ୍ନିବୀର ଗୁରୁତର ଆହତ ହୋଇଥିବା ବେଳେ ଆହତମାନଙ୍କୁ ସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଦେବଲାଲି କ୍ୟାମ୍ପ…

ପିସିବି ବଲ ଟ୍ୟାମ୍ପରିଂକୁ ଦେଉଛି ପ୍ରଶୟ !

ଇସଲାମାବାଦ: ପାକିସ୍ତାନ କ୍ରିକେଟ ସହ ବଲ ଟ୍ୟାମ୍ପରିଂ ବିବାଦ ଯୋଡି ହେବା ନୂଆ କଥା ନୁହେଁ । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସର୍ବଦା ବଦନାମ ମୁଣ୍ଡେଇ ଆସିଛି । ଇଂଲଣ୍ଡ ବିପକ୍ଷ ମୁଲତାନ ଟେଷ୍ଟ ଅବସରରେ ପାକିସ୍ତାନର ଏକ ଖବରଦାତା ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି…

ନିହୋନ ହିଡାନକୋଙ୍କୁ ନୋବେଲ୍ ଶାନ୍ତି ଘୋଷଣା

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ପ୍ରଦାନ କରାଯାଇଛି। ଶୁକ୍ରବାର ଦିନ ଏହା ଘୋଷଣା କରି ନରୱେ ନୋବେଲ କମିଟି କହିଛି ଯେ ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ…

ସରକାରୀ ବାବୁଙ୍କୁ ମୋଦିଙ୍କ ଛାଟ: ବିଦା ହେବେ ଅଳସୁଆ, ଦୁର୍ନୀତିଖୋର୍ କର୍ମଚାରୀ

ନୂଆଦିଲ୍ଲୀ: କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଏମିତି କିଛି ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ମୋଦି କହିଛନ୍ତି,ଜନତାଙ୍କ…

ସରିଲା ଛତର ଯାତ୍ରା: ଏଥର ମା’ଙ୍କୁ ୧୦ ହଜାର ବଳି

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା…

ସ୍ଵପ୍ନରେ ଏହି ପଶୁ ପକ୍ଷୀ ଆସିଲେ ଦିଏ କିଛି ଏମିତି ସଙ୍କେତ……

ଭୁବନେଶ୍ୱର: ଭବିଷ୍ୟତ ବିଷୟରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। ଅନେକ ସମୟରେ ଆମେ ଆମ ଭବିଷ୍ୟତକୁ କଳ୍ପନା ମଧ୍ୟ କରିଥାଉ। ଆଉ ଏହାକୁ ସ୍ଵପ୍ନରେ ମଧ୍ୟ ଦେଖିଥାଉ। କିନ୍ତୁ କଣ ଆପଣ ଜାଣନ୍ତି ଆମେ ଦେଖିଥିବା ସ୍ୱପ୍ନ ଆମକୁ କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ମାଧ୍ୟମରେ…

ଖୋଲିବ ମହାଦେବ ବେଟିଂ ସ୍କାମ୍‌ର ରାଜ୍‌, ଧରାପଡିଲା ମହାଠକ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ବଡ ଧରଣର ସଫଳତା । ମହାଦେବ ବେଟିଂ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଂଟରପୋଲ୍ । ଦୁବାଇରେ ସୌରଭଙ୍କୁ ବାନ୍ଧିଛି ଇଂଟରପୋଲ୍ । ସୌରଭ ଚନ୍ଦ୍ରାକର ମହାଦେବ ବେଟିଂ ଆପ୍‌ର ମାଲିକ ଓ ପ୍ରମୋଟରଙ୍କ ମଧ୍ୟରୁ…