ପ୍ୟାରିସ ଅଲିମ୍ପିକ୍ସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପୁରୁଷ ହକି ଟିମ ଆରମ୍ଭ କରିବ ଅଭିଯାନ
ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ବୁଧବାର ପୁରୁଷ ହକି କାର୍ଯ୍ୟସୂଚୀ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ମୂଖ୍ୟ ଥମାସ ବାକ ଓ ହକି ମହାସଂଘର ଅଧ୍ୟକ୍ଷ ତୈୟବ ଇକରାମ ଉପସ୍ଥିତ…