Latest Odisha News

BREAKING NEWS

ହବିଷ୍ୟାଳୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ପବିତ୍ର କାର୍ତ୍ତିକ ମାସ । ଏହି ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ଏନେଇ ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳୀ ମା'…

ଦେଶରେ ଏବେ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ସରିଛି ଏତିକି ରାସ୍ତା..

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ମଙ୍ଗଳବାର ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ବିନୀ ମହାଜନ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ୪୦ ହଜାର କିଲୋମିଟର ଗ୍ରାମୀଣ ରାସ୍ତା…

ମୁଦା ସ୍କାମ୍: ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ସ୍କାମ୍‌ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଫସିବା ଘଟଣା । ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ । କାଲି ସିଦ୍ଦରମୈୟାଙ୍କ ପତ୍ନୀ ମୁଦାକୁ ଜମି ଫେରାଇବାକୁ କହିଥିଲେ । ଏହାପରେ ଦେଇଥିବା ୧୪ ପ୍ଲଟ୍‌ ଫେରାଇ…

ଅଚ୍ୟୁତ ସାମନ୍ତଙ୍କୁ ‘ମହାତ୍ମା ସମ୍ମାନ’ ୨୦୨୪ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ମଙ୍ଗଳବାର ବିର୍ଲା ଗ୍ରୁପ୍‍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ…

ଚେନ୍ନାଇ ସିଇଓଙ୍କ ବୟାନ ଧୋନୀଙ୍କ ଖେଳିବା ନେଇ ସସ୍ପେନ୍ସ ବଢ଼ାଇଲା

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସରେ ରହିଛି । ନୂତନ ନିୟମ ଅନୁସାରେ ଜଣେ ଖେଳାଳି ଯଦି ଅବସର ନେଇଛନ୍ତି ଏବଂ ୫ ବର୍ଷ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ତେବେ ତାଙ୍କୁ ଫ୍ରାଂଚାଇଜ ଅନକ୍ୟାପେଡ…

ଏପରି ଗାଁ, ଯେଉଁଠି ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ପୋଲିସ ବି ଯାଇପାରେନି ଏହି ଗାଁ କୁ

ନୂଆଦିଲ୍ଲୀ: ଦୁନିଆରେ ପ୍ରେମକୁ ନେଇ ଅନେକ କିଛି ଘଟଣା ଶୁଣିବାକୁ ବା ପଢିବାକୁ ମିଳେ । ରୋମିଓ-ଜୁଲେଟ, ଲୈଲା-ମଜନୁ ପରି ଏପରି ଅନେକ ନାମ ରହିଛି ଯେଉଁମାନଙ୍କ ପ୍ରେମ ଆଜିବି ଅମର । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାକୁ ଦେଶ ବିଦେଶରୁ ଅନେକ ପ୍ରେମୀଯୁଗଳ…

ବୁଲଡୋଜର ଆକ୍ସନ: ଅପରାଧୀଙ୍କ ଘର ଭାଙ୍ଗିବା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୁଲଡୋଜରଙ୍କ ଆକ୍ସନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ, ସେ ଯେତେବଡ ଅଭିଯୁକ୍ତ ହେଉ ପଛେ ତାର ଘର ଭଙ୍ଗାଯିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ…

ବିଜୟ ଥାଲାପତିଙ୍କ ଫିଲ୍ମରେ ବବି ଦେଓଲଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: 'ଥାଲାପାଥି ୬୯' ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଚଳଚ୍ଚିତ୍ର ହୋଇପାରେ। ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍। ନିର୍ମାତା ଫିଲ୍ମର କାଷ୍ଟକୁ ଆନାଉନ୍ସ କରିଛନ୍ତି, ଯେଉଁଥିରେ ବବି ଦେଓଲ ଏହି ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି। ନିକଟରେ ବଲିଉଡ ଅଭିନେତା ବବି ଦେଓଲ…

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ । ନାବାଳିକାକୁ ହତ୍ୟା…