ଜମି ଦୁର୍ନିତୀ ମାମଲାରେ ନୂଆ ଟ୍ବିଷ୍ଟ, ସିଦ୍ଧରମେୟାଙ୍କ ପତ୍ନୀ ଫେରାଇବେ ପ୍ଲଟ୍
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମୈସୁର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବିବାଦ ଘେରରେ ରହିଛନ୍ତି। ଏହାରି ମଧ୍ୟରେ ବିବାଦୀୟ ୧୪ ପ୍ଲଟକୁ ମୁଦାକୁ ଫେରାଇବା ପାଇଁ ପତ୍ନୀ ପାର୍ବତୀ ନିଷ୍ପତ୍ତି ନେଇଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି।
ଏନେଇ…