Latest Odisha News

BREAKING NEWS

ମୋତେ କହିଥିଲେ ଗେଟ୍ ଆଉଟ୍…

ଭୁବନେଶ୍ବର: ଥାନାରୁ ଗେଟ୍ ଆଉଟ୍ କହିଥିଲେ ଆଇଆଇସି। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ କେନ୍ଦୁଝର ଥାନାରେ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ। ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସଂପର୍କରେ କହି…

ରାହୁଲଙ୍କୁ ସୈଫଙ୍କ ପ୍ରଶଂସା, କହିଲେ ରାହୁଲ ଗାନ୍ଧୀ ହେଉଛନ୍ତି ସବୁଠାରୁ ସାହସୀ ନେତା

ନୂଆଦିଲ୍ଲୀ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଅଭିନେତା ଜୁନିଅର ଏନଟିଆରଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଦେବାରା-୧ l ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଜୁନିଅର ଏନଟିଆର ଓ ଜାହ୍ନବୀ କପୁର l ତେବେ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ବଲିଉଡ ଅଭିନେତା ସୈଫ…

ସିନ୍‌ କାଟିଲେ ରିଲିଜ୍‌ ହେବ ଫିଲ୍ମ ‘ଏମର୍ଜେନ୍ସି’ !

ମୁମ୍ବାଇ: ବାଦ ବିବାଦ ଘେରରେ ରହିଥିବା କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବଡ଼ ଖବର ଆସିଛି। ଏହି ଫିଲ୍ମର କିଛି ସିନ୍‌ କାଟିଲେ ହିଁ ବକ୍ସଅଫିସରେ ରିଲିଜ ହେବ ବୋଲି କୋର୍ଟ କହିଛନ୍ତି। ଏହି ଫିଲ୍ମ ରିଲିଜ୍‌କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ…

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ…

ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତ ଛାତ୍ରୀଜଣକ ହେଲେ ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳର ୧୯ ବର୍ଷୀୟ ଋତୁପୂର୍ଣ୍ଣା ଦାଶ। ସେ…

“କୃଷି କନକ୍ଲେଭ ୨୦୨୪”: କୃଷକର ଭବିଷ୍ୟତ ସୁଦୃଢ଼ କରିବାକୁ ଏକ ଅନନ୍ୟ ପ୍ରୟାସ

ଭୁବନେଶ୍ୱର: ଓଡିଶା ହେଉଛି କୃଷି ଭିତ୍ତିକ ରାଜ୍ୟ । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଭିତ୍ତିକ କାର୍ଯ୍ୟକଳାପକୁ ସବୁଠି ପ୍ରାଧାନ୍ୟ ଦିଆଯାଉଛି। କୃଷକଙ୍କୁ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଇଛନ୍ତି । ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ…

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ…

ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍‌କୁ ଗଲା କଡା ସନ୍ଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ…

ଅଭାବନୀୟ: ସ୍କୁଲ ପାଇଁ ଛାତ୍ରଙ୍କୁ ଦେଇଦେଲେ ବଳି

ହାଥରସ: ଇଂଟରନେଟ ଯୁଗରେ ଭୟଙ୍କର ଅନ୍ଧବିଶ୍ୱାସ । ଆଜି ବି ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଓ କଳାଯାଦୁ ଉପରୁ ଉଠିନାହିଁ ବିଶ୍ୱାସ । ଶିକ୍ଷିତ, ପାଠୁଆମାନେ ବି ଅନ୍ଧବିଶ୍ୱାସର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ଗୁଣିଗାରେଡି, କୁହୁକ ବିଦ୍ୟା ଓ କଳାଯାଦୁର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି…

ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ ୩ଟି ଗେଟ୍

ଭୁବନେଶ୍ୱର; ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ l ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୪ଟି ଗେଟ ଖୋଲାଥିବା ବେଳେ ଏବେ ଆଉ ୩ଟି ଗେଟ୍ ଖୋଲିଛି l ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା…