Latest Odisha News

BREAKING NEWS

ସିଆଚିନ୍ ବେସ୍ କ୍ୟାମ୍ପରେ ରାଷ୍ଟ୍ରପତି, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ଲଦାଖ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଯବାନଙ୍କୁ ଭେଟିବା ସହ କହିଛନ୍ତି ଯେ ସମସ୍ତ ଦେଶବାସୀ ସେମାନଙ୍କ ସାହସିକତାକୁ ନମସ୍କାର କରୁଛନ୍ତି। ସୈନିକମାନଙ୍କୁ ସମ୍ବୋଧିତ କରି…

ଏଲଏଲସି ଯୁବ ଖେଳାଳିଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି: ୟୁସୁଫ

ସୁରଟ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଏବେ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତ ସଂସ୍କରଣରେ କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ପ୍ରଥମ ମ୍ୟାଚରେ ମଣିପାଲ ଟାଇଗର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।…

ସ୍ୱିଜରଲାଣ୍ଡର ‘ସୁଇସାଇଡ୍ କ୍ୟାପସୁଲ’ : ପ୍ରଥମ ପ୍ରୟୋଗରୁ ହିଁ ବିବାଦ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡରେ ଏବେ ଚହଳ ପକାଇଛି ଆତ୍ମହତ୍ୟା ପାଇଁ ସହାୟକ ହେଉଥିବା ଏକ ମେସିନ । ସୁଇସାଇଡ୍ ବା ଆତ୍ମହତ୍ୟା କ୍ୟାପସୁଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବେଶ୍ ବିବାଦୀୟ ହୋଇପଡିଛି ସୁଇସାଇଡ୍ କ୍ୟାପସୁଲ । ସୁଇସାଇଡ କ୍ୟାପସୁଲର ସହାୟତା ନେଇ ଜଣେ ମହିଳା ଜୀବନ ହାରିଥିଲେ । ପ୍ରଥମ…

ଆମେରିକାରେ ‘ହିନ୍ଦୁମିସିଆ’ର ଚିନ୍ତାଜନକ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଆମେରିକାର କିଛି ସହରରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମନ୍ଦିର ଉପରେ ଆକ୍ରମଣ ହେଉଛି । ଲେଖା ଯାଉଛି ହିନ୍ଦୁ ବିରୋଧୀ ସ୍ଲୋଗାନ । ନ୍ୟୁୟର୍କ ପରେ ସାକ୍ରାମେଂଟୋରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଅସୁରକ୍ଷିତ ମନେ କରୁଛନ୍ତି ହିନ୍ଦୁ । ହିନ୍ଦୁ…

କଂଗ୍ରେସର ‘ସିଦ୍ଧରମୈୟା’ ଦ୍ୱନ୍ଦ୍ୱ

ବେଙ୍ଗାଲୁରୁ: ମୁଦ୍ଦା ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଯାଂଚ ପାଇଁ ରାଜ୍ୟପାଳଙ୍କ ଆଦେଶକୁ ହାଇକୋର୍ଟ କାଏମ ରଖିଲା ପରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ହାଇକୋର୍ଟଙ୍କ ରାୟ ସିଦ୍ଧରମୈୟାଙ୍କ ପାଇଁ ଶକ୍ତ ଝଟକା ହେବା ସହ ତାଙ୍କର…

୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୪୩ ଜଣ ବିଡିଓଙ୍କୁ ବଦଳି କରିଛନ୍ତି ସରକାର । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼କୁ ବଦଳି…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତି ୭ଟା ସୁଦ୍ଧା ସାମାନ୍ଯରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି,…

ମୁଁ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲି…

ଭୁବନେଶ୍ବର: ବେଙ୍ଗାଲୁରୁରେ ହତ୍ୟା, ଭଦ୍ରକରେ ଆତ୍ମହତ୍ୟା । ସୁଇସାଇଡ୍ ନୋଟରେ ସଂପର୍କର ସତ । ମୃତ୍ୟୁ ପୂର୍ବରୁ ମାଆଙ୍କୁ କହିଥିଲା ମର୍ଡର ଷ୍ଟୋରୀ । ବେଙ୍ଗାଳୁରୁର ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମୁଖ୍ୟ…

ସୁରକ୍ଷିତ ଉଦ୍ଧାର ହେଲେ ସମୁଦ୍ର ମଝିରେ ଫସିଥିବା ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଯୋଗୁଁ ବୋଟ୍‌ ସହ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ମାନେ । ଆଜି ସକାଳୁ ଏପରି ଘଟଣା ଘଟିଛି । ଆଜି ସକାଳେ…

ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଭାସୁ ଭଗନାନୀ ଏବଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଭାସୁ ଭଗନାନୀ ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ସେପଟେ ନେଟଫ୍ଲିକ୍ସ ମଧ୍ୟ ଭାସୁଙ୍କ ବିରୋଧରେ ପାଲଟା ଅଭିଯୋଗ…