Latest Odisha News

BREAKING NEWS

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।…

ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌; ୬ଟି ଦେଶକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବ୍ରିଟେନ ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ପ୍ରଜାତି ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି। ଯାହା ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ ଓ ମାରାତ୍ମକ ଅଟେ। ଦକ୍ଷିଣ ଆଫ୍ରିକାରେ ୩୦ରୁ ଅଧିକ ନୂତନ ମାମଲା ଦେଖିବାକୁ…

ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍.ଏ)-୧ ପରୀକ୍ଷା । ଏହା ୨୬ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରତି ବିଷୟରେ ମୋଟ୍ ୪୦ ନମ୍ବର ପରୀକ୍ଷା କରାଯିବ…

ବାଲେଶ୍ୱରବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଆଜି ଯୋଡ଼ି ହେବ ବାଲେଶ୍ୱର ଜିଲ୍ଲା । ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୋଲସ୍ ଲାଇନ୍ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର…

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ l ପରମାତ୍ମା ଶ୍ରୀଜଗନ୍ନାଥ କୌଣସି ସ୍ଥାନ, କୌଣସି ଜ୍ଞାନ, କୌଣସି ପ୍ରକୃତି, କୌଣସି ପ୍ରବୃତି ଅଥବା କାଳର ଗତି, ନୀତି ଓ ନିୟମରେ ଆବଦ୍ଧ ନୁହଁନ୍ତି l ସେ ସବୁ ସ୍ଥଳ, ସବୁ କାଳ, ସବୁ ଜୀବ,…

କବିତା : ମୃଦଙ୍ଗ

ଗଦାଧର ସାହୁ  ଭିତରେ ଅଦୃଶ୍ୟ ଲମ୍ବା ପୋଡା ମାଟି ହାଣ୍ଡି, ଉପରେ ମାଳ ମାଳ ଚମଡା ଛାଉଣୀ ବାମ ଡାହାଣରେ ଗୋଲାକାର କଳାଦାଗ କିରଣ ସରିଛି, ଏବେ ବାଜିବାକୁ ସେ ପ୍ରସ୍ତୁତ ଆସ କିଏ ବଜାଇବ । ତା ଦେହରୁ ନାଦବ୍ରହ୍ମ ,ଶବ୍ଦବ୍ରହ୍ମ ବାହାର କରିବା କଳା, କୌଶଳ ସିଖିଛତ ? କେତେ…

ଉନ୍ମୋଚିତ ହେଲା ‘ଭଗବତ ଗୀତା : ଦି ସଙ୍ଗ ଅଫ ଗଡ’

ଭୁବନେଶ୍ୱର : ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ , ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସ୍ୱାମୀ ମୁକୁ ମୁକୁନ୍ଦାନନ୍ଦଙ୍କ ରଚିତ "ଭଗବତ ଗୀତା : ଦି ସଙ୍ଗ ଅଫ ଗଡ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ "ଭଗବତ ଗୀତାର ଜୀବନ ଉପଯୋଗୀ ଶିକ୍ଷା " ବିଷୟ ଉପରେ ସ୍ୱାମୀଜୀଙ୍କର ଏକ ପ୍ରବଚନ…

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ କାରଣ ଦର୍ଶାଅ ନୋଟିସ

ଅମ୍ରିତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌରଙ୍କୁ କାରଣ ଦର୍ଶାଅ ନୋଟିସ । ଦଳ ବିରୋଧୀ କାର୍ଯ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । କ୍ରମାଗତ ଭାବେ…