Latest Odisha News

BREAKING NEWS

ଦରଦାମ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି । କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା, ମେଡିକାଲ କଲେଜ,…

ଅଲୋଡା ଶିଶୁ କନ୍ଯା; କ୍ୟାପିଟାଲ ହସ୍ପିଟାଲର ଡଷ୍ଟବିନରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଡଷ୍ଟବିନରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଡାକ୍ତରଖାନାର କିଛି ଲୋକ ଶିଶୁ କନ୍ୟାକୁ ଓଡ଼ିଶା ସରକାରଙ୍କ ପେଡିଆଟ୍ରିକ୍ ୱାର୍ଡ ନିକଟରେ ଥିବା ଡଷ୍ଟବିନ ଭିତରେ ପଡ଼ିଥିବାର…

କିଏ ସେ ତୁମ୍ବାଡ ଫିଲ୍ମର ଦେବତା ହସ୍ତର, କ’ଣ ତାଙ୍କ ଅସଲ କାହାଣୀ?

ମୁମ୍ବାଇ: ସୋହମ୍ ଶାହାଙ୍କ ଚଳଚ୍ଚିତ୍ର ତୁମ୍ବାଡ ୨୦୧୮ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ପୁନଃ ରିଲିଜ୍ ପରେ ଅଧିକ ଆଲୋଚନାର କେନ୍ଦ୍ର ପାଲଟିଛି । ଲୋକମାନେ ବିଶେଷ ଭାବରେ ଏହି ଚଳଚ୍ଚିତ୍ରର ହସ୍ତରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଛନ୍ତି । ତେବେ ଜାଣନ୍ତୁ ଏହି…

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: ଉର୍ବଶୀ

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନା ଆଣିଥାନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କଙ୍ଗନା କିଛି ଭୁଲ କଥା କହୁ ନାହାନ୍ତି । ତାଙ୍କର ସାହସ ଅଛି ବୋଲି ସେ ଏ…

୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ…

ଜିଲ୍ଲା ବୁଲିଲା ବେଳେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ଜିଲ୍ଲା ଜିଲ୍ଲା ଯାଇ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତିଆରି ହେବ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ । ଏନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି,…

ଅଭିଷେକଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଐଶ୍ୟର୍ଯ୍ୟଙ୍କ ହାତରେ ଏ କଣ?

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ମାସ ହେବ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ହେଉଥିବା ଖବର ଚର୍ଚ୍ଚାରେ ରହିଛି । କିନ୍ତୁ ଦୁହେଁ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଉଭୟ ଐଶ୍ୱର୍ଯ୍ୟା ଓ ଅଭିଷେକ ନିଜ ସମ୍ପର୍କ…

ପୁଣି ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରିବା ପାଇଁ ଷଡଯନ୍ତ୍ର ଚାଲିଛି। କେତେକ ସ୍ଥାନରେ ରେଳ ଟ୍ରାକରେ ବଡ ପଥର ମିଳୁଥିବା ବେଳେ ଆଉ କେତେକ ସ୍ଥାନରେ ସିଲିଣ୍ଡର ଜବତ କରାଯାଇଛି। ଏହାରି ମଧ୍ୟରେ ବଠିଣ୍ଡା ଟ୍ରାକରେ ଲୁହା ରଡ୍ ପଡ଼ିଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରୁ…

ସିସିଟିଭିରେ ଭରତପୁର ସତ !

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଜଟିଳ ରୂପ ନେଉଛି । ଘଟଣା ରାତି ଓ ପରବର୍ତ୍ତୀ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ…

ଭାରତରେ ଧନୀଙ୍କ ଯୋଗୁଁ ବଢିଛି ମହଙ୍ଗା ମଦର ବିକ୍ରି

ନୂଆଦିଲ୍ଲୀ: ଭାରତର ବଢୁଥିବା ଧନୀ ଶ୍ରେଣୀ ଲୋକଙ୍କ ପାଇ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି ଘଟିଛି। ସ୍ୱିଜରଲ୍ୟାଣ୍ଡର ଜଣେ ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସ୍କଚ୍ ହ୍ୱିସ୍କି ଏବଂ ସଫ୍ଟ ୱାଇନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି, ଯାହା ଆମେରିକା ଏବଂ ଚାଇନାରେ ବ୍ୟବହାର…