ଡିଲ୍ ଚାଲିଥିବାବେଳେ କାବୁ କଲା ଏସଟିଏଫ୍, ୨ ବାଘ ଛାଲ ସହ ଜଣେ ଗିରଫ
ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ବାଘ ଛାଲ କାରବାର । ଅନେକ ସମୟରେ ବନ ବିଭାଗ ହାବୁଡରେ ପଡି ଗିରଫ ହଉଛନ୍ତି ଅଭିଯୁକ୍ତ ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଆଜି ପୁଣି ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ ।
ଖବର ମୁତାବକ, କୁଚିଣ୍ଡା-ବଣେଇଗଡ଼…