କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍ଯାପିତ
ଭୁବନେଶ୍ୱର: କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍ଯାପିତ। ଆମେରିକାର ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ୍, କିଟ୍ ଓ କିସ୍ ମିଳିତ ଆନୁକୂଲ୍ୟରେ ୧୯ରୁ…