‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’
ଭୁବନେଶ୍ବର: ଅନୁସୂଚିତ ଜାତି ପାଇଁ ବିଜେଡିର ଲଢେଇ ଜାରି ରହିବ । ଆଜି ବିଜେଡି ପକ୍ଷରୁ ଅନୁସୂଚିତ ଜାତି ସେଲ୍ ବୈଠକରେ ଏକଥା କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ତେବେ ଚଳିତ ନିର୍ବାଚନରେ ମାଡି କାମୁଡିବା ପରେ ଏବେ ପୂରା ଆକ୍ଟିଭ ଅଛନ୍ତି ବିରୋଧୀ…