ଭରତପୁର ଥାନା ବର୍ବରତା: ସତ ବଖାଣିଲେ ମେଜରଙ୍କ ବନ୍ଧବୀ
ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ଘଟଣା ଦିନର କଳା କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ ସେ ନେଇ ସମ୍ପୁର୍ଣ୍ଣ କଥା କହିଲେ ମେଜରଙ୍କ ବାନ୍ଧବୀ ।
ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର…