ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ରହସ୍ୟଘେରରେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଭବାନୀପାଟଣା: ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହେଲା ସସ୍ପେନ୍ସ । ଗତକାଲି ସ୍କ୍ରବ୍ ଟାଇଫସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ପରିବାର ଏହାକୁ ହତ୍ୟାର ମୋଡ ଦେଇଛନ୍ତି । ସ୍ଲୋ ପଏଜନ ଦେଇ ତାଙ୍କ ମାରିବାର ଷଡଯନ୍ତ୍ର ରଚାଯାଇଥିଲା ବୋଲି…