Latest Odisha News

BREAKING NEWS

୧୦୦ କୋଟି ୟୁଜର୍ସଙ୍କ ସହ ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ରାଜୁତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପ୍ରଶଂସକଙ୍କ ସଂଖ୍ୟା ୧୦୦ କୋଟି ଛୁଇଁଛି । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆରେ ରୋନାଲ୍ଡୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆପଣଙ୍କ ସମର୍ଥନ ଓ…

ଏହି ଦିନ ରିଲିଜ୍ ହେବ କିଙ୍ଗ୍ ଖାନଙ୍କ ‘କିଙ୍ଗ’, ଧମାଲ କରିବେ ବାପ-ଝିଅ

ମୁମ୍ବାଇ: ଶାହରୁଖ ଖାନଙ୍କର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବହୁତ ପ୍ରଶଂସକ ଅଛନ୍ତି । ତାଙ୍କର ୩୨ ବର୍ଷର ଫିଲ୍ମ କ୍ୟାରିୟରରେ ଶାହରୁଖ ଖାନ ସିନେ ଜଗତକୁ ଅନେକ ପ୍ରକାରର ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଅବଦାନ ପ୍ରଶଂସନୀୟ । ଗତ ୨୦୨୩ରେ ଶାହାରୁଖ ଖାନଙ୍କ ଅଭିନୀତ ତିନି ତିନୋଟି…

ଛୋଟ ପିଲାଙ୍କ ତୁଳନାରେ ଚୀନରେ ବଢ଼ୁଛି ପୋଷା ବିଲେଇ, କୁକୁରଙ୍କ ସଂଖ୍ୟା

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେବା ପରୋକ୍ଷରେ ଏକ ସମସ୍ୟା ଭାବେ ଉଭା ହୋଇଛି । ଯୁବ ପିଢ଼ୀ ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବଙ୍କ ସଂଖ୍ୟା କମୁଛି । ଏକ ରିପୋର୍ଟ ଅନୁସାରେ ଚୀନରେ ପୋଷା ବିଲେଇ, କୁକୁରଙ୍କ ତୁଳନାରେ…

ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ; ମାମଲାରେ ହସ୍ତକ୍ଷେପ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ମେଡିକାଲ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନକାରୀ ଡାକ୍ତରମାନେ ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ‘ହୁ’ ର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିଶ୍ଵରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସକୁ ନେଇ ଆସିଛି ଏକ ବଡ ଖବର । ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ‘ହୁ’ ର ଅନୁମୋଦନ । ମଙ୍କିପକ୍ସର ପ୍ରଥମ ଟିକା ‘ବଭାରିଆନ୍ ନର୍ଡ଼ିକ୍’ କୁ ଗ୍ରୀନ୍ ସିଗନାଲ୍ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସ ରୋଗୀଙ୍କ…

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି। ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର…

ଶନିବାର ବନ୍ଦ ରହିବ ମୟୂରଭଞ୍ଜର ସବୁ ସ୍କୁଲ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଯାହା ଫଳରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବର୍ଷା ସମ୍ଭାବନା ଯୋଗୁ ସେପ୍ଟେମ୍ବର ୧୪ରେ ଘରୋଇ ବିଦ୍ୟାଳୟ ସମେତ…

ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନାଁ

ନୂଆଦିଲ୍ଲୀ: ବଦଳିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ । ‘ପୋର୍ଟ ବ୍ଲେୟାର’ର ନୂତନ ନାମ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ପରିର୍ବତ୍ତନ କରି ‘ଶ୍ରୀ…

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର…