Latest Odisha News

BREAKING NEWS

ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି। ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା…

ଚା’ରେ ଚିନି ନୁହେଁ ଗୁଡ଼ ବ୍ୟବହାର କରନ୍ତୁ, ଦୂର ହେବ ଋତୁସ୍ରାବ ଜନିତ ପେଟ ବ୍ୟଥା

ଦୀର୍ଘ ଶତାବ୍ଦୀ ଧରି ପ୍ରତ୍ୟେକ ଭାରତୀୟଙ୍କ ଘରେ ଗୁଡ଼ ବ୍ୟବହାର କରାଯାଇ ଆସୁଛି। ବିଶେଷକରି ଶୀତଦିନେ, ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବହୁତ ଗୁଡ଼ ଖାଆନ୍ତି। କାରଣ ପୂର୍ବକାଳର ଲୋକେ କୁହନ୍ତି ଯେ ଗୁଡ ଖାଇଲେ ସ୍ୱାସ୍ଥ୍ୟ ପାଇ ଅନେକ ଲାଭ ହୋଇଥାଏ। କେବଳ ଏତିକି ନୁହେଁ,…

ନାନୋ-ଭ୍ୟାକସିନ: ନୂତନ କରୋନା ଟୀକା ବାହାରକାଲା ଉହାନ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ବିଗତ ଦିନରେ ଆମେମାନେ କରୋନା ଭାଇରସର ଆତଙ୍କ ଦେଖିଛୁ l ବିଗତ କିଛି ବର୍ଷରେ ଏହି ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି l ଏପରିକି ଏହି ଭାଇରସରେ ଆକ୍ରାନ୍ତ ହୋଇ ଅନେକ ଲୋକ ନିଜର ଅଙ୍ଗ ମଧ୍ୟ ହରେଇଛନ୍ତି l ମୃତ ବ୍ୟକ୍ତିଙ୍କୁ ଛାଡିଲେ ଜୀବିତ ଲୋକଙ୍କୁ ବି ଏହି କରୋନା ନାହିଁ…

ବିହାରରେ ଚାଞ୍ଚଲ୍ୟ; ଦୁଷ୍କର୍ମ ଉଦ୍ୟମ କରୁଥିବା ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଲେ ନର୍ସ

ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଦୁଇ ସହକର୍ମୀଙ୍କ ସହ ମିଶି ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଥିଲେ।…

ଫିଲ୍ମ ଛଡାଇ ନେଇଛନ୍ତି ଷ୍ଟାର୍‌କିଡ୍

ମୁମ୍ବାଇ: ରକୁଲ ପ୍ରୀତ ସିଂହ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ କେବଳ ତାମିଲ ଏବଂ ତେଲୁଗୁ ଭାଷାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର କରିନାହାଁନ୍ତି, ବରଂ 'ଦେ ଦେ ପ୍ୟାର୍ ଦେ', 'ରନୱେ 34', 'ଡକ୍ଟର ଜୀ' ଏବଂ 'ଛତ୍ରୀୱାଲୀ' ଭଳି ହିନ୍ଦୀ ସିନେମାରେ…

ବିଜେଡି ଓଡିଶାବାସୀଙ୍କ ଦଳ ଥିଲା, ରହିବ….

ଭୁବନେଶ୍ବର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, ଓଡିଶାର ସର୍ବବୃହତ ଦଳ…

ଦ୍ୱୈତ ନଗରୀର ୯୧୩ ରାସ୍ତାରୁ ୩୮୫ ରାସ୍ତାର ଅବସ୍ଥା ଖରାପ

କଟକ: ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ l ଦ୍ୱୈତ ନଗରୀର ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ ରହିଛି l ସେଥିରୁ ୩୧୬ଟି ରାସ୍ତାର ସାମାନ୍ୟ ମରାମତି ଆବଶ୍ୟକ ଥିବା ବେଳେ ୬୯ଟି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ ରହିଛି ବୋଲି କହିଛନ୍ତି…

ଗିରଫ ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି

ମୟୂରଭଞ୍ଜ: ବନ୍ଧା ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି । ମୟୂରଭଞ୍ଜ ଜିଲ୍ଲାଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତି ଦିବ୍ୟଲୋଚନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ସହ ଜଣେ ଠିକା କର୍ମଚାରୀ ମନୋଜ ଦେଓଙ୍କୁ ବି ଗିରଫ କରିଛି ଭିଜିଲାନ୍ସ । ଓମ୍ବାଡ୍‌ସି ପାଣ୍ଠିରୁ…

୯ ବର୍ଷ ପରେ କମ ବ୍ୟାକ୍ କରିବେ ଇମ୍ରାନ ଖାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ଦୀର୍ଘ ସମୟ ଧରି ଅଭିନୟ ଜଗତରୁ ଦୂରେଇ ରହିଥିଲେ। ପ୍ରାୟ ୯ ବର୍ଷ ପରେ ଦିଲ୍ଲୀ ବେଲି' ଏବଂ 'ଆଇ ହେଟ୍ ଲଭ ଷ୍ଟୋରୀ'ର ଅଭିନେତା ଇମ୍ରାନ ଖାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଅଭିନେତା ଜଣକ ଆମିର ଖାନଙ୍କ ପ୍ରଡକ୍ସନ୍ସ ହାଉସ ଦ୍ବାରା…

ରେଭେନ୍ସା କଲେଜ ନାମ ପରିବର୍ତ୍ତନରେ ଭର୍ତ୍ତୃହରିଙ୍କ ଛୁଙ୍କ: କହିଲେ କିଛି ଅସୁବିଧା ନାହିଁ…

କଟକ: ଏବେ ଜୋରଦାର ତେଜିବାରେ ଲାଗିଛି ରେଭେନ୍ସା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଉକ୍ତି ଏବେ ପୂରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ଯୁକ୍ତି ବାଢୁଛନ୍ତି ବିଭିନ୍ନ ବ୍ୟକ୍ତି…