Latest Odisha News

BREAKING NEWS

ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

କଟକ: ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ। କଟକର ନରଣପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଟକର ନରଣପୁର ଗ୍ରାମରେ ଏକ ନିର୍ମାଣାଧିନ ବିଲ୍ଡିଂର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା।ଶୁକ୍ରବାର ତିନି ଜଣ ଶ୍ରମିକ ସେହି…

ସୁଭଦ୍ରା ଯୋଜନାରେ ପୁରୀରେ ୪ ଲକ୍ଷ ୪୮ ହଜାର ଫର୍ମ ବଣ୍ଟନ

ପୁରୀ: ପୁରୀ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ସେପ୍ଟେମ୍ବର ୫ ସୁଦ୍ଧା ୪,୪୮,୧୫୬ ସଂଖ୍ୟକ ଫର୍ମ ବଣ୍ଟନ କରାଯାଇଛି। ଏହି ଫର୍ମ ଗୁଡିକ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି ଯୋଗ୍ୟ ଆବେଦନକାରୀ ଙ୍କୁ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ସୁଭଦ୍ରା…

ଆସିଲା ‘ଜିଗ୍‌ରା’ ପୋଷ୍ଟର୍, ଆକ୍ସନ ମୁଡ୍‌ରେ ଆଲିୟା

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଅପ‌୍‌କମିଂ ଫିଲ୍ମ ଜିଗ୍‌ରାର ଦୁଇଟି ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି। ଆଲିୟା ନିଜେ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ତାଙ୍କର ଓ କୋ-ଷ୍ଟାର ବେଦାଙ୍ଗ ରୈନାଙ୍କ ପାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଆଲିୟାଙ୍କ ପିଠିରେ ଏକ ବ୍ୟାଗ୍ ଓ ହାତରେ ହାତୁଡି ଦେଖିବାକୁ ମିଳିଛି।…

ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ l ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ l ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ ବୋଲି ବିଧାନସଭାରେ ବିବୃତ୍ତି…

ପୁରୀ ବେଳାଭୂମିରେ ଅଜଣା କଣ୍ଟେନର: ମିଳିଲା ପରିଚୟ

ପୁରୀ: ପୁରୀ ବେଳାଭୂମିରେ ଠାବ ହୋଇଥିବା ଅଜଣା କଣ୍ଟେନର ର ମିଳିଲା ପରିଚୟ। ପୁରୀ ବେଳାଭୂମିରୁ ଠାବ କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ। ସେ କହିଛନ୍ତି, ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍‌ ହଜିଯାଇ ଥିବା ସୂଚନା ମିଳିଛି।…

ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମରେ ଚଢାଉ, ୯ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା l ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମ ଉପରେ ଚଢାଉ କରିଛି ପୋଲିସ l ଉକ୍ତ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ l ତେବେ ଏହି ବେଆଇନ ଗର୍ଭପାତ ଉକ୍ତ ନର୍ସିଙ୍ଗ ହୋମର ମାଲିକ ମାମିନା ମହାପାତ୍ର ଏବଂ ତାଙ୍କ ସ୍ଵାମୀ ନିଜିତ…

୨୭୪ଟି ବ୍ଲକରେ ସରିଛି ଷ୍ଟାଡିୟମ୍, ଷ୍ଟାଡିୟମ୍ ପାଇଁ ଆବଶ୍ୟକ ଅଧିକ ଅର୍ଥ – ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ କାମ ଶେଷ ହୋଇଛି। ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏନେଇ ମନ୍ତ୍ରୀ କହିଛନ୍ତି, ୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି।…

୭ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୁବନେଶ୍ୱର, କଟକ ସମେତ ଓଡିଶାର ୭ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶୁକ୍ରବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, କୋରାପୁଟ ଓ ମାଲକାନଗିରି ।…

ମମତାଙ୍କ ପରେ ପୁଣି ପଦ୍ମ ଧରିଲେ ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ 

ଭୁବନେଶ୍ୱର: ପୁଣି ଆଉ ଜଣେ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ହାତ ମିଳାଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଇ କିଛି ସମୟ…

ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି ଭୁବନେଶ୍ୱର

ଭୁବନେଶ୍ୱର: ହକି ପରେ ଏବେ ଭୁବନେଶ୍ୱର ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଂଟନ ହାଇ ପର୍ଫମାନ୍ସ ସେଂଟରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି । ଖୁବ ଶୀଘ୍ର ଏହାର ଉଦଘାଟନ ହେବ । ୨୮.୪୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଚପିସି ବେଶ ଆକର୍ଷଣୀୟ…