Latest Odisha News

BREAKING NEWS

କନ୍ଦାଉଛି ଦରଦାମ; ବଢିଲା ପିଆଜ ଓ ରସୁଣ ଦର

ଭୁବନେଶ୍ୱର: ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ରସୁଣ ଏବଂ ପିଆଜ ଦର ଆକାଶ ଛୁଆଁ ହେଲାଣି। ଖବର ଅନୁଯାୟୀ, ବ୍ରହ୍ମପୁରରେ ପିଆଜ କିଲୋଗ୍ରାମ ପିଛା ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପିଆଜ…

ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା: ପ୍ରଥମ ଥର ପାଇଁ ହେବ ଗ୍ରୀନ କରିଡରର ବ୍ୟବସ୍ଥା

କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ…

ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ବଡ ବୟାନ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡେଙ୍ଗୁ ଏଡିସ ମଶା କାମୁଡିଲେ ହୁଏ…

ୟୁଏସ ଓପନ ଟେନିସ: ମିକ୍ସଡ ଡବଲ୍ସ ସେମିରେ ହାରିଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ଭେଟେରାନ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମିରେ ବୋପାନ୍ନା ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁଜିତ୍ୟାୟାଦି ଆମେରିକାର ଟେଲର ଟାଉନସେଣ୍ଡ ଓ ଡୋନାଲ୍ଡ ୟଙ୍ଗଙ୍କ ନିକଟରୁ ୬-୩ ଓ ୬-୪ରେ…

ଗୁରୁତର ରୋଗରେ ପୀଡିତ ସାଇନା ନେହୱାଲ!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ କ୍ୟାରିୟର ବର୍ତ୍ତମାନ ଅସୁବିଧାରେ ପଡିଛି। ସେ ଗୁରୁତର ରୋଗ (ଆର୍ଥ୍ରାଇଟିସ୍) ରେ ପୀଡିତ ଅଛନ୍ତି। ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହି କାରଣରୁ ସେ ଆଗକୁ ବ୍ୟାଡମିଣ୍ଟନ କ୍ୟାରିୟର ଜାରି…

ଶଟପୁଟରେ ରୌପ୍ୟ ଜିତିଲେ ସଚିନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ସଚିନ ସରେଜେରାଓ ଶଟପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୬.୩୨ ମିଟର ଦୂରତାକୁ ଥ୍ରୋ କରି ଏସିଆନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଏଫ୪୬ କାଟାଗୋରୀରେ ସେ ଏହି ସଫଳତା ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୨୧ରେ ପଂହଚିଛି ।…

“ଲୋକଙ୍କ ପାଇଁ ଆମେ, ଅଭିଯୋଗ ଆସିଲେ ସବୁ ଅଫିସରେ ପଶିବି”

ଭୁବନେଶ୍ୱର: 'ଲୋକଙ୍କ ଅଭିଯୋଗ ଆସିଲେ, ଲୋକ ହଇରାଣ ହେଲେ ସେଠି ସବୁ ଅଫିସରେ ପଶିବା ଆମର କର୍ତ୍ତବ୍ୟ। ଆମେ ନିର୍ବାଚିତ ହେଇଛି ଲୋକଙ୍କ ସହ ଛିଡ଼ା ହେବାକୁ, ନ କି ଘରେ ବସିବାକୁ । ଅବକାରୀ ବିଭାଗର ଅଭିଯୋଗ ଆସିବା ପରେ ସେଠାକୁ ଯାଇଥିଲି। ଯାହାକୁ ବିଧାନସଭା ରେ ବି ଉଠେଇଲି ଆଉ ସେଠାକୁ ଯାଇ…

ରାଜସ୍ଥାନ ରୟାଲ୍ସର କୋଚ ହେବେ ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଆଇପିଏଲର ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର କୋଚ ହେବେ ବୋଲି ଖବର ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ରାଜସ୍ଥାନର ଜନୈକ ଅଧିକାରୀ ନିତଜ ନାମ ପ୍ରକାଶ ନ କରି ଏହି ସୂଚନା ଦେଇଛନ୍ତି । ଚୁକ୍ତି ସ୍ୱାକ୍ଷର କରିବା ଆଲୋଚନା ଏବେ ଶେଷ…

ଶାହି ସ୍ନାନ’ରୁ ହଟିବ କି ଶାହି ଶବ୍ଦ; ଜାଣନ୍ତୁ କଣ ରହିଛି ସାଧୁସନ୍ଥଙ୍କ ଦାବି…

ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ପ୍ରତି ୧୨ବର୍ଷରେ ଥରେ ମହାକୁମ୍ବ ଅନୁଷ୍ଠିତ ହୁଏ। ଏଥର ମହାକୁମ୍ଭ ୨୦୨୮ମସିହାରେ ଉଜୈନର କ୍ଷିପ୍ରା ତଟରେ ଅନୁଷ୍ଠିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟରେ ସାଧୁସନ୍ଥମାନେ 'ଶାହି ସ୍ନାନ' ଶବ୍ଦ ଉପରେ ଆପତ୍ତି ଉଠାଇ ନାମ ପରିବର୍ତ୍ତନ କରିବାକୁ…

ପୁଣି ଆଉ ଏକ ଲଘୁଚାପ: ୬ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ…