ବିଧାନସଭାରେ ଉଠିଲା ‘ବ୍ଲାକ୍ ରୋଜ୍’ ପ୍ରସଙ୍ଗ: ପ୍ରଶ୍ନକଲେ ବିଧାୟକ ଅମରେନ୍ଦ୍ର ଦାସ
ଭୁବନେଶ୍ଵର: ବିଧାନସଭାରେ ଉଠିଲା ‘ବ୍ଲାକ୍ ରୋଜ୍’ ଜାହାଜ ବୁଡ଼ିବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ଟାର୍ଗେଟ୍ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ‘ବ୍ଲାକ୍ ରୋଜ୍’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇଲେ ବିଧାୟକ ଅମରେନ୍ଦ୍ର ଦାସ ।…