ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ତେଜିବା ପରେ ସ୍ପଷ୍ଟିକରଣ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ତେଜିବା ପରେ ଆଜି ଗୃହରେ ସ୍ପଷ୍ଟିକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ବିଚାରଧୀନ ଅଛି ବୋଲି ସେ କହିଛନ୍ତି ।
ତେବେ ଗତକାଲି ଗୃହରେ ବିଜେଡି ବିଧାୟକ…