Latest Odisha News

BREAKING NEWS

ସାତକୋଶିଆକୁ ଆସିବେ ଆଉ ୧୪ ବାଘୁଣୀ

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ ପୁଣି ଆସିବେ ମହାବଳ ବାଘ । ଆଉ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖବର ମୁତାବକ, ଓଡ଼ିଶାର ବାଘଙ୍କ ସହ ମହାରାଷ୍ଟ୍ରର ତଡବା…

୫ ବର୍ଷ ମଧ୍ଯରେ କେତେ ସ୍ଥାନ ବୁଲିଛନ୍ତି ନବୀନ ଓ ପାଣ୍ଡିଆନ୍; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ରୁ ଅଧିକ ସରକାରୀ ଗସ୍ତ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ 5T ସଚିବ ଭି.କେ ପାଣ୍ଡିଆନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ତଥା ବାହାରେ ୯୦ରୁ ଅଧିକ ସ୍ଥାନ ପରିଦର୍ଶନ କରିଛନ୍ତି। ସୋମବାର ବିଧାନସଭାରେ ନୀଳମାଧବ ହିକକାଙ୍କ…

ଆଇଆଇଟି ଗ୍ରାଜୁଏଟ ପାରା ଶଟଲର ନୀତେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗୌରବାନ୍ୱିତ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ସେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨-୧ରେ ହରାଇଥିଲେ । ଉଭୟ ପରସ୍ପରକୁ ଓଭରାଲ ୧୦ ଥର ଭେଟିଥିଲେ ମଧ୍ୟ ନୀତେଶଙ୍କ…

ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ଜାଣନ୍ତୁ..

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ, ଏହାର ପ୍ରାୟ ଅଧା ସଂଖ୍ୟକ ପଦବୀ ଖାଲି ପଡିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବାଂଲାଦେଶରେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଟାର୍ଗେଟ, ଇସ୍ତଫା ଦେଲେଣି ପ୍ରାୟ ୫୦ ଜଣ

ଢାକା: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ହିନ୍ଦୁମାନଙ୍କୁ ଏକପ୍ରକାର ଟାର୍ଗେଟ କରାଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ହିନ୍ଦୁ ଶିକ୍ଷୟିତ୍ରୀ ମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ…

ପାରା ଅଲିମ୍ପିକ୍ସ: ବ୍ୟାଡମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ: ଚଳିତ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୋମବାର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ସ୍ୱର୍ଣ୍ଣ ଜିତି ଭାରତର ପଦକ ସଂଖ୍ୟା ୯ରେ ପଂହଚାଇଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ବିଭାଗର ଫାଇନାଲରେ ନୀତେଶ ବ୍ରିଟେନର ଡାନିୟଲ ବେଥେଲଙ୍କୁ ୨୧-୧୪,…

ସ୍ବାମୀଙ୍କ କାନ୍ଧରୁ କାର୍ଯ୍ୟଭାର ନେଲେ ସ୍ତ୍ରୀ, ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ପଦ

ନୂଆଦିଲ୍ଲୀ: ଜଣେ ଆଇଏଏସ୍ ପତ୍ନୀ ତାଙ୍କ ଆଇଏଏସ୍ ସ୍ୱାମୀଙ୍କୁ ତାଙ୍କ ପଦରୁ ରିପ୍ଲେସ୍ କରିଛନ୍ତି | କେରଳରେ ଏହା ପ୍ରଥମ ଘଟଣା। ଯେତେବେଳେ ଜଣେ ମହିଳା ଆଇଏଏସ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ଶ୍ରୀମନ୍ଦିର ଆନନ୍ଦ ବଜାରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ । ଭକ୍ତ ମାନେ ଆନନ୍ଦ ବଜାରରେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗତକାଲି ଠାରୁ ସେନାନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ, ଆଜି ଜିଲ୍ଲାପାଳ…

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ବର: ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି । ସୁଭଦ୍ରା ଯୋଜନାର ସମସ୍ତ ସୂଚନା ଏହି ପୋର୍ଟାଲରେ ଉପଲବ୍ଧ ହେବ । ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,…

ଇଡି ହରଡଘଣାରେ ଆଉ ଜଣେ ଆପ୍ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତାଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ –ଇଡି । ଦିଲ୍ଲୀ ଓଖଲା ବିଧାୟକ ଅମାନତୁହ୍ଲା ଖାନଙ୍କୁ ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି ଇଡି । ଇଡି ଅଧିକାରୀମାନେ ଆସି ତାଙ୍କୁ ଗିରଫ କରିବେ ବୋଲି ଆପ୍ ବିଧାୟକ…